ଓଡିଶାକଲେରା ଝାଡାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁmahabharatanewsJuly 23, 2022 by mahabharatanewsJuly 23, 20220256 ରାୟଗଡା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁମାନଙ୍କରେ ବ୍ୟାପିଥିବା ହଇଜା ଉଗ୍ର ହେବାରେ ଲାଗିଛି। ଆଜି ଭୋରରୁ ଆଉ ଜଣେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ...
ଓଡିଶାଭାରତରାଜନୀତିଶିକ୍ଷାମାଗଣାରେ ସ୍ପୋକନ ଇଂରାଜୀ କୋର୍ସ ଯୋଗାଇଦେବେ ଦିଲ୍ଲୀ ସରକାରmahabharatanewsJuly 23, 2022 by mahabharatanewsJuly 23, 20220213 ନୂଆଦିଲ୍ଲୀ: ଦିଲ୍ଲୀରେ ୧୮ରୁ ୩୫ ବର୍ଷ ବୟସର ଯୁବକ ଯୁବତୀମାନଙ୍କୁ ମାଗଣାରେ ସ୍ପୋକନ ଇଂରାଜୀ କୋର୍ସ ଯୋଗାଇଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ କହିଛନ୍ତି। ଏଥିପାଇଁ ୫୦ଟି ସେଣ୍ଟରର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।...
ଓଡିଶାଯୁକ୍ତ ଦୁଇରେ ଏନଟିପିସି ଡିଏଭି ଛାତ୍ରୀ ପ୍ରିୟଙ୍କା ଟପ୍ପରmahabharatanewsJuly 23, 2022 by mahabharatanewsJuly 23, 20220238 ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନ୍ଟିପିସି ଡିଏଭି ପବ୍ଲିକ୍ ସ୍କୁଲ୍, ଦିପଶିଖା ଅନୁଷ୍ଠାନର ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ସିବିଏସ୍ଇ ପରିକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଦଶମରେ ଛାତ୍ରୀ ଅନନ୍ୟା.ପି...
ଭାରତରାଜନୀତିବହୁମତ ସାବ୍ୟସ୍ତ ପାଇଁ ଉଦ୍ଦବ ଓ ଏକନାଥଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନmahabharatanewsJuly 23, 2022 by mahabharatanewsJuly 23, 20220189 ନୂଆଦିଲ୍ଲୀ: ଜାତୀୟ ନିର୍ବାଚନ କମିଶନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଆବଶ୍ୟକୀୟ ଦସ୍ତାବିଜ ଅଗଷ୍ଟ ୮ ତାରିଖ...
ଭାରତରାଜନୀତିପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫmahabharatanewsJuly 23, 2022 by mahabharatanewsJuly 23, 20220222 ଶିକ୍ଷକ ଦୁର୍ନୀତି ନେଇ ଗିରଫ କଲା ଇଡି କୋଲକତା: ପଶ୍ଚିମବଙ୍ଗରେ ଶିକ୍ଷକ ଦୁର୍ନୀତି ନେଇ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଏହାଛଡା ମନିଲଣ୍ଡରିଂର ଅଭିଯୋଗ ମଧ୍ୟ ଇଡି ପାଖାରେ ରହିଛି।...
ଓଡିଶାଭାରତଶିକ୍ଷାସିବିଏସଇ ପରୀକ୍ଷାରେ ମଦର ପବ୍ଲିକ ସ୍କୁଲର ସଫଳତାmahabharatanewsJuly 22, 2022 by mahabharatanewsJuly 22, 20220235 ପୁରୀ/ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମଦର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ବ୍ୟାପକ ସଫଳତା ପାଇଛନ୍ତି। ଛାତ୍ରଛାତ୍ରୀମାନଙ୍କର ଏଭଳି ସଫଳତା ପଛରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଭୂମିକା ଅନେକ ବୋଲି ଅଭିଭାବକମାନେ ମତ...
ଓଡିଶାଭାରତଶିକ୍ଷାସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତmahabharatanewsJuly 22, 2022 by mahabharatanewsJuly 22, 20220255 ପାସ କଲେ ୯୭.୭୧ ପ୍ରତିଶତ ଛାତ୍ରଛାତ୍ରୀ ନୂଆଦିଲ୍ଲୀ: ସିବିଏସଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ୯୭.୭୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଜଣାପଡିଛି। ଏହି ପରୀକ୍ଷା ଫଳରେ ପୁଅମାନଙ୍କ ଠାରୁ...
ଓଡିଶାଭାରତରାଜନୀତିଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ନେଇ ରାଇରଙ୍ଗପୁରରେ ଆନନ୍ଦmahabharatanewsJuly 21, 2022 by mahabharatanewsJuly 21, 20220174 ରାଇରଙ୍ଗପୁର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ନେଇ ରାଇରଙ୍ଗପୁରରେ ଆନନ୍ଦ ଦେଖାଦେଇଛି ।ଏହାଛଡା ରାଇରଙ୍ଗପୁର ଅଞ୍ଚଳ ମଧ୍ୟ ଉତ୍ସବ ମୁଖର ହୋଇପଡିଛି । ଅଞ୍ଚଳରେ ଭୋଜି ଭାତର ଆସର ସହିତ...
ଭାରତରାଜନୀତିଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀmahabharatanewsJuly 21, 2022 by mahabharatanewsJuly 21, 20220191 ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଇଡିରେ ହାଜର ହୋଇପାରନ୍ତି। ତେବେ ଇଡି ପକ୍ଷରୁ ସୋନିଆଙ୍କୁ ଦୁଇ ଥର ନୋଟିସ କରାଯାଇଥିଲା। ଅସୁସ୍ଥତା କାରଣରୁ ସେ ହାଜର ହୋଇପାରିନଥିଲେ।...
ଓଡିଶାଭାରତରାଜନୀତିଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳmahabharatanewsJuly 21, 2022 by mahabharatanewsJuly 21, 20220191 ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏନେଇ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ତାରିଖ ଧାର୍ଯ୍ୟ କରିସାରିଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈପଦୀ ମୁର୍ମୁ ଓ ମିଳିତ ବିରୋଧୀଦଳର ପ୍ରାର୍ଥୀ ଯଶୱନ୍ତ...