ଖେଳଦିନିକିଆ କ୍ରିକେଟରୁ ଅଷ୍ଟ୍ରେଲିଆ ଅଧିନାୟକଙ୍କ ଅବସରmahabharatanewsSeptember 10, 2022 by mahabharatanewsSeptember 10, 20220211 ଅଷ୍ଟ୍ରେଲିଆ: ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିୟ ଅଧିନାୟକ ଆରୋନ ଫିଞ୍ଚ ଅବସର ଘୋଷଣା କରିଛନ୍ତି। ଏହାଛଡା ଅନ୍ତର୍ଜାତୀୟ କ୍ରିକେଟରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ଶ୍ରୀ ଫିଞ୍ଚ ରବିବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ...
ଓଡିଶାରାଜନୀତିମିଶନ ୨୦୨୪ ଲାଗି ବିଜେପିର ପ୍ରସ୍ତୁତିmahabharatanewsSeptember 10, 2022 by mahabharatanewsSeptember 10, 20220178 ଦୁଇ ଦିନରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଓଡି଼ଶା ଗସ୍ତ ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଦୁଇ ବର୍ଷ ବାକିଥିବାବେଳେ ଏବେଠାରୁ କେନ୍ଦ୍ରୀୟ ବିଜେପି ଓଡି଼ଶା ଦଖଲ ଲାହି ରୋଡ ମ୍ୟାପ ପ୍ରସ୍ତୁତ କରୁଛି। ଗତ ଦୁଇ...
ଅପରାଧଓଡିଶାଡିସିପି ଅଫିସ ଆଗରେ ଆଲବମ ଅଭିନେତ୍ରୀmahabharatanewsSeptember 10, 2022September 10, 2022 by mahabharatanewsSeptember 10, 2022September 10, 20220186 ୧୦ ଦିନର ଛୁଆକୁ ଧରି କରୁଛନ୍ତି ନ୍ୟାୟ ଭିକ୍ଷା ଭୁବନେଶ୍ୱର: ଡିସିପି ଅଫିସ ଆଗରେ ୧୦ ଦିନର ଛୁଆକୁ ଧରି ଆଲବମ ଅଭିନେତ୍ରୀ ଶ୍ୱେତା ମହାପାତ୍ର ନ୍ୟାୟ ଭିକ୍ଷା କରୁଛନ୍ତି। ଅଭିନେତ୍ରୀ ଜଣଙ୍କ ନିଜ...
ଓଡିଶାଭାରତରାଜନୀତିଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପmahabharatanewsSeptember 10, 2022 by mahabharatanewsSeptember 10, 20220194 ବଜେଟ ଆବଣ୍ଟନ ଠାରୁ ପ୍ରକଳ୍ପରେ କମ ପାଣ୍ଠି ଖର୍ଚ୍ଚ ହେଉଛି ବଲାଙ୍ଗୀର: ରେଳ ମନ୍ତ୍ରଣାଳୟର ଅବହେଳା ଲାଗି ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଖର୍ଚ୍ଚ ବହୁଳ ପ୍ରକଳ୍ପ ଭାବେ ପରିଗଣିତ ହୋଇଛି। ସୂଚନା ଅନୁସାରେ...
ଓଡିଶାଶିକ୍ଷାପ୍ରକାଶ ପାଇଲା ଓସିଏସ ମେନ ଲିଖିତ ପରୀକ୍ଷା ଫଳmahabharatanewsSeptember 9, 2022 by mahabharatanewsSeptember 9, 20220168 ମୌଖିକ ପରୀକ୍ଷା ଲାଗି ୭୮୫ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ କଟକ: ଓଡି଼ଶା ସିର୍ଭିଲ ସର୍ଭିସ ପରୀକ୍ଷା ଫଳ (ଓସିଏସ)ର ମେନ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୌଖିକ ପରୀକ୍ଷା ଲାଗି ୭୮୫ ଜଣ...
ଅପରାଧଓଡିଶାବର୍ଷା ଓ ଅନୁଭବ ବିବାହ ବିଚ୍ଛେଦ ମାମଲାmahabharatanewsSeptember 9, 2022September 9, 2022 by mahabharatanewsSeptember 9, 2022September 9, 20220222 ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା କଲେ କୋର୍ଟ କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ମାମଲାରେ ଏକ ନୂଆ ଟ୍ୱିଷ୍ଟ ଆସିଛି । ଉଭୟଙ୍କ...
ଓଡିଶାଓଏଏସ ଓଆରଏସ ସ୍ତରରେ ଅଦଳବଦଳ ରାଜ୍ୟ ସରକାରmahabharatanewsSeptember 9, 2022 by mahabharatanewsSeptember 9, 20220346 ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ ଓ ଓଆରଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ...
ଓଡିଶାଦୁର୍ଘଟଣାସିରିଜ ଦୁର୍ଘଟଣାରେ ଡ୍ରାଇଭର ଗୁରୁତରmahabharatanewsSeptember 9, 2022 by mahabharatanewsSeptember 9, 20220207 କନ୍ଧମାଳ: ନୂଆଗାଁ ବ୍ଲକ ସୁରୁବାଲି ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁସାରେ ଦ୍ରୁତଗାମୀ ହାଇୱା ସିରିଜ ଦୁର୍ଘଟଣା ଘଟାଇବା ପରେ ଏକ ଘର ଭିତରକୁ ପଶିଯାଇଥିଲା। ହେଲେ ସୌଭାଗ୍ୟବଶତଃ ସମ୍ପୃକ୍ତ ଘର...
ଓଡିଶାଓଡିଶା ଅଭିଭାବକ ମହାସଂଘର ସମ୍ପୂର୍ଣ ସାକ୍ଷରତା ଅଭିଯାନmahabharatanewsSeptember 9, 2022 by mahabharatanewsSeptember 9, 20220183 ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ସଦା ସର୍ବଦା ନିରନ୍ତର ପ୍ରୟାସ ଚାଲୁ ରଖିବା ସହ କାର୍ୟ୍ୟ ଜାରି ରଖିଛି ଓଡିଶା ଅଭିଭାବକ ମହାସଂଘ। ରାଜ୍ୟରେ ତିନି ବର୍ଷର ସମସ୍ତ ପିଲା ପାଠ ପଢିବେ,...
ଅପରାଧଓଡିଶାବିପୁଳ ପରିମାଣର କାଠ ଜବତ, ଅଭିଯୁକ୍ତ ଗିରଫmahabharatanewsSeptember 9, 2022 by mahabharatanewsSeptember 9, 20220213 ମାଲକାନାଗିରି: ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋୟୀଙ୍କ ନେତୃତ୍ୱରେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିୱାଡା ପଞ୍ଚାୟତର ଏମଭି-୨୩ ଗ୍ରାମରେ...