ବିଜେଡି ପକ୍ଷରୁ ମୂୟରଭଞ୍ଜ ଜିଲ୍ଲାରେ ବ୍ଲକ ସଭାପତି ଓ ନଗର ସଭାପତି ନିଯୁକ୍ତ
ଭୁବନେଶ୍ୱର: ବିଜେଡି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ବ୍ଲକ ସଭାପତି ଓ ନଗର ସଭାପତି ନିଯୁକ୍ତ କରାଯାଇଛି। ଏଥି ସହିତ ନିର୍ବାଚନମଣ୍ଡଳୀସ୍ତରରେ ମଧ୍ୟ ଉପସଭାପତି ଓ ସମ୍ପାଦକ ନିିଯୁକ୍ତ କରାଯାଇଛି। ଏନେଇ ବିଜେଡି ପକ୍ଷରୁ ବିଧିବଦ୍ଧ...
