ଓଡିଶାକଂଗ୍ରେସ ଦଳରେ ଯୋଗଦେଲେ ବିଜେପି କର୍ମୀmahabharatanewsMarch 10, 2023 by mahabharatanewsMarch 10, 20230153 ଜୟପୁର : ଆଜି ଭାରତୀୟ ଜନତା ପାର୍ଟିର ଜିଲ୍ଲା, ବ୍ଲକ ଓ ନଗର ସ୍ତରୀୟ କିଛି କାର୍ଯ୍ୟକର୍ତା ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି ଙ୍କ ଉପସ୍ଥିତି ରେ କଂଗ୍ରେସ ରେ ଯୋଗଦେଲେ।...