ଓଡିଶାଜିମ୍ ଓ କ୍ରୀଡା ଏକାଡେମୀ ଉଦଘାଟନ କରିଛନ୍ତି ମନମୋହନ ସାମଲmahabharatanewsJanuary 29, 2026 by mahabharatanewsJanuary 29, 2026017 ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଗଦିବଜାର ଠାରେ କୋରେକ୍ସ ମଲ୍ଟି ଜିମ୍ ଓ କ୍ରୀଡା ଏକାଡେମୀ ସେଣ୍ଟରର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଫିତା କାଟି...
ଓଡିଶାଯୁବ ଚାଷୀ ପ୍ରିୟନାଥ ପଣ୍ଡାଙ୍କୁ ଭଦ୍ରକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନାmahabharatanewsJanuary 25, 2026 by mahabharatanewsJanuary 25, 2026019 ଚାନ୍ଦବାଲିର ଯୁବ ଚାଷୀ ପ୍ରିୟନାଥ ପଣ୍ଡା ରାଜ୍ୟସ୍ତରରେ ସମ୍ମାନିତ। ଭଦ୍ରକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା l ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉଗ୍ରତରା ଗ୍ରାମର ଯୁବ ଚାଷୀ ପ୍ରିୟନାଥ ପଣ୍ଡା ‘କୃଷି...
ଓଡିଶାହରିପୁର ଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍ଘାଟିତmahabharatanewsJanuary 24, 2026 by mahabharatanewsJanuary 24, 2026014 ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମୌସୁଧା ପଞ୍ଚାୟତର ହରିପୁର ଗ୍ରାମରେ ଦୀର୍ଘଦିନର ଦାବି ପରେ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ସରସ୍ବତୀ ପୂଜା ଭଳି ପବିତ୍ର ଦିନରେ...
ଓଡିଶାଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତmahabharatanewsDecember 14, 2025 by mahabharatanewsDecember 14, 2025025 ଯୋଗ କରନ୍ତୁ ନିରୋଗ ରୁହନ୍ତୁ l ଏହି ବାର୍ତା ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ରେ ଥିବା ସାଇ ଅନନ୍ତ ଇଣ୍ଟରନେସନାଲ ସ୍କୁଲ ପଡିଆ ଏବଂ ଦୋସିଙ୍ଗା ବାତ୍ୟା ଆଶ୍ରୟ ସ୍ଥଳୀ...
ଓଡିଶାଚାନ୍ଦବାଲିରେ ଦେୱାନୀ ଓ ଫୌଜଦାରୀ ଅଦାଲତ ପକ୍ଷରୁ ଅଷ୍ଟାଦଶତମ ପ୍ରତିଷ୍ଠା ଦିବସmahabharatanewsNovember 29, 2025 by mahabharatanewsNovember 29, 2025020 ଚାନ୍ଦବାଲି ବିଜୁ ସ୍ମୃତି ଭବନ ପରିସରରେ ଦେୱାନୀ ଓ ଫୌଜଦାରୀ ଅଦାଲତର ଅଷ୍ଟା ଦଶାତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଷ୍ଠା ଦିବସରେ ବାର ଆସୋସିଏସନ ସଭାପତି ଉପେନ୍ଦ୍ର ରାଉଳ ସଭାପତିତ୍ବରେ...