ଓଡିଶାବିକାଶ କ୍ଷେତ୍ରରେ ସଫଳତା ହାସଲ କରିଛି ମିଶନ ଶକ୍ତିmahabharatanewsSeptember 13, 2021 by mahabharatanewsSeptember 13, 20210244 ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ମିଶନ ଶକ୍ତି ରାଜ୍ୟରେ ମହିଳା ମାନଙ୍କର ବିକାଶ କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି । ମିଶନ ଶକ୍ତି ମହିଳା ସଂୟ ସହାୟକ ଗୋଷ୍ଠି ଏବଂ ଗୃହ ଓ...
ଓଡିଶାଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’…..mahabharatanewsSeptember 9, 2021 by mahabharatanewsSeptember 9, 20210256 (ସମ୍ବଲପୁର): ଆସୁଛି ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବ ନୂଆଁଖାଇ । ଚଳିତ ବର୍ଷ ନୂଆଁଖାଇରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ୱରୀ । ଶ୍ରଦ୍ଧାଳୁଙ୍କ ପାଇଁ ଦିନ ୧୨ଟା ୩୦ ମିନିଟ୍ ରୁ ୫ଟା...
ଓଡିଶାଏମ୍ଆଇ ସିଣ୍ଡ୍ରମ ମୁଣ୍ଡ ବିନ୍ଧାର କାରଣ….mahabharatanewsSeptember 9, 2021 by mahabharatanewsSeptember 9, 20210207 (ଭୁବନେଶ୍ୱର): ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରି ସିଣ୍ଡ୍ରମ ବା ଏମ୍ଆଇ ସିଣ୍ଡ୍ରମ ର ସମ୍ଭାବନା ବଢ଼ିବାରେ ଲାଗିଛି । ଏହି ସିଣ୍ଡ୍ରମ ୧୮ ବର୍ଷରୁ କମ୍ ବର୍ଷ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହା...
ଓଡିଶାଏବେ ସମୟ ପିଲାଙ୍କୁ ସୁରକ୍ଷା ଦବାରmahabharatanewsSeptember 7, 2021 by mahabharatanewsSeptember 7, 20210206 (ଭୁବନେଶ୍ୱର): ଉଭୟ ବରଗଡ଼ ଓ ଢ଼େଙ୍କାନାଳର ୨ଟି ସ୍କୁଲରୁୁ ୩୪ଜଣ ପିଲା ପଜିଟିଭ ଚିହ୍ନଟ । ଏନେଇ ଅଭିଭାବକଙ୍କ ମନରେ ଆଶଙ୍କା ଦେଖିବାକୁ ମିଳିଛି । ହେଲେ ସ୍କୁଲ ଖୋଲାଯିବା ଦିନଠୁ ସଂକ୍ରମଣ ବଢ଼ିବ...
ଓଡିଶାଶିକ୍ଷାଦୁଇଟି ସ୍କୁଲରେ ୩୪ ପିଲା କୋରୋନାରେ ଆକ୍ରାନ୍ତmahabharatanewsSeptember 7, 2021 by mahabharatanewsSeptember 7, 20210174 ଭୁବନେଶ୍ୱର: କୋରୋନା କଟକଣା ପରେ ଖୋଲୁଛି ଶିକ୍ଷାନୁଷ୍ଠାନ । ଗୋଟିଏ ପରେ ଗୋଟିଏ ସ୍କୁଲର ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢିଛି । ପୁଣି ଧୀରେ ଧୀରେ...
ଓଡିଶାରାଜ୍ୟରେ ସଂକ୍ରମଣ ହାରର ନିମ୍ନଗତିmahabharatanewsSeptember 4, 2021September 4, 2021 by mahabharatanewsSeptember 4, 2021September 4, 20210235 (ଭୁବନେଶ୍ୱର): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୧୮ ଜଣ ଚିହ୍ନଟ ହୋଇଛନ୍ତି । ୬୮୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ...
ଓଡିଶାଜୀବନ ହାରିଲେ ଇକମୋ ଚିକିତ୍ସାରେ ଯାଇଥିବା ଅଭିଷେକ ମହାପାତ୍ରmahabharatanewsSeptember 4, 2021September 4, 2021 by mahabharatanewsSeptember 4, 2021September 4, 20210180 (ଭୁବନେଶ୍ୱର): ଜୀବନ ସହ ସଂଗ୍ରାମ କରି କରି ଶେଷରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । କରୋନାରେ ଗୁରୁତର ହୋଇ ଦୀର୍ଘ ୩ ମାସ ହେଲା କୋଲକାତାରେ ଇକ୍ମୋ ଚିକିତ୍ସା ଚାଲିଥିଲା ଅଭିଷେକଙ୍କର ।...
ଓଡିଶାରାଜ୍ୟରେ ସଂକ୍ରମଣ ହାର ପୁଣି ବଢ଼ିଲାmahabharatanewsSeptember 2, 2021 by mahabharatanewsSeptember 2, 20210174 (ଭୁବନେଶ୍ୱର): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୭୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୦୮ ଜଣ ଚିହ୍ନଟ ହୋଇଛନ୍ତି । ୭୫୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ...
ଓଡିଶାରାଜ୍ୟରେ ସଂକ୍ରମଣ ହାର ପୁଣି ବଢ଼ିଲାmahabharatanewsSeptember 1, 2021 by mahabharatanewsSeptember 1, 20210214 (ଭୁବନେଶ୍ୱର): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୭୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୨୫ ଜଣ ଚିହ୍ନଟ ହୋଇଛନ୍ତି । ୭୧୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ...
ଓଡିଶା୪ ମାସ ମଧ୍ୟରେ ରାଜ୍ୟରେ ଶେଷ ହେବ ଟୀକାଦାନmahabharatanewsAugust 31, 2021 by mahabharatanewsAugust 31, 20210237 ଭୁବନେଶ୍ୱର: ଆସନ୍ତା ଡିସେମ୍ବର ଭିତରେ ରାଜ୍ୟରେ ଶେଷ ହେବ ଟୀକାକରଣ । ଯଦି ଟୀକା ଆମଦାନୀରେ କୌଣସି ଅସୁବିଧା ନ ରହେ ତେବେ ଆଗାମୀ ୪ ମାସ ମଧ୍ୟରେ ଟୀକାକରଣ ଶେଷ ହେବ ବୋଲି...