ଓଡିଶାକଟକ ମହାନଗର ନିଗମ ଓ ମେୟର ସୁବାଷ ସିଂ ଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ମୁକାବିଲା ବୈଠକ ଅନୁଷ୍ଠିତmahabharatanewsJune 25, 2022 by mahabharatanewsJune 25, 20220171 କଟକ : କଟକ ମହାନଗର ନିଗମ ଓ ମେୟର ସୁବାଷ ସିଂଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ମୁକାବିଲା ବୈଠକ ଅନୁଷ୍ଠିତ ହୋଇଯାଇଛି । ସପ୍ତାହକୁ ୪ ଦିନ ଡ୍ରାଏ ଡେ ପାଳନ ନିୟମ ରହିବ ବୋଲି...
ବିଶ୍ୱଭାରତଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସmahabharatanewsJune 21, 2022June 21, 2022 by mahabharatanewsJune 21, 2022June 21, 20220165 ନୂଆଦିଲ୍ଲୀ : ସୁସ୍ଥ ଶରୀର ଆଉ ସୁସ୍ଥ ମାନସିକତା ପାଇବାର ମାଧ୍ୟମ ହେଉଛି ଯୋଗ। ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୁଲ୍ୟୁ ଉପହାର ଯୋଗ । କାରଣ ଅନେକ ବର୍ଷ ପୂର୍ବେ ଯୋଗର ଆରମ୍ଭ ଭାରତରେ...
ଓଡିଶାଖେଳକାହା ଛତ୍ରଛାୟାରେ ଓସିଏ ସମ୍ପାଦକmahabharatanewsJune 16, 2022 by mahabharatanewsJune 16, 20220189 ଭୁବନେଶ୍ୱର: ୧୨ ଜୁନ, ୨୦୨୨ । କଟକ ବାରବାଟି ଷ୍ଟାଡିୟମ । ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ଟି-୨୦ ମ୍ୟାଚ । ଦୀର୍ଘ ୩ ବର୍ଷ ପରେ ବାରବାଟି ଷ୍ଟାଡିୟମରେ...
ଓଡିଶାବସ୍ତିର ପିଲାଙ୍କ ସହ ରଜ ପାଳିଲେ ସ୍ଵେଚ୍ଛାସେବୀmahabharatanewsJune 13, 2022June 13, 2022 by mahabharatanewsJune 13, 2022June 13, 20220190 କଟକ: ଗତ ଦୁଇ ବର୍ଷ ଧରି ରଜ ପାଳନରେ ଫିକା ପଡିଥିଲା ସାରା ଓଡିଶା । ହେଲେ ଚଳିତ ବର୍ଷ ପାଗ ଯଦି ଟିକେ ଶୁଖିଲା ରହେ ତେବେ ରଜ ତିନିଦିନ ବେଶ୍ ଧୁମଧାମରେ...
ଓଡିଶାଖେଳଭାରତବାରବାଟୀ ଅଭିମୁଖେ ବାହାରିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍ର ଖେଳାଳିmahabharatanewsJune 12, 2022 by mahabharatanewsJune 12, 20220156 ଭୁବନେଶ୍ୱର: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଲାଗି ଦୁଇଟି ଟିମର ଖେଳାଳିମାନେ ସ୍ୱତନ୍ତ୍ର ବସ୍ ଯୋଗେ କଡା ସୁରକ୍ଷା ମଧ୍ୟରେ ହୋଟେଲ ମେଫେୟାରରୁ ବାହାରିଛନ୍ତି । ତେବେ ଖେଳାଳିଙ୍କ ବସ ଯେଉଁ ରୁଟ୍ ଦେଇ ଯିବ...
ଓଡିଶାଖେଳଆଜି ନବୀନଙ୍କୁ ଭେଟିବେ ସୌରଭ ଦାଦା mahabharatanewsJune 12, 2022 by mahabharatanewsJune 12, 20220218 ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସୌରଭ ଗାଙ୍ଗୁଲି । ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପରାହ୍ନ ୫ଟାରେ ସାକ୍ଷାତ...
ଓଡିଶାଖେଳଶ୍ରୀନାଥଙ୍କୁ ଭେଟିବାକୁ ମେ ଫେୟାର ହୋଟେଲ ପହଞ୍ଚିଥିଲେ ଓଡ଼ିଆ ଫ୍ୟାନ୍ସ ଦୀପକmahabharatanewsJune 11, 2022 by mahabharatanewsJune 11, 20220163 ଭୁବନେଶ୍ୱର: ଆଜି ଶ୍ରୀନାଥଙ୍କୁ ଭେଟିବାକୁ ମେ ଫେୟାର ହୋଟେଲ ପହଞ୍ଚିଥିଲେ ଓଡ଼ିଆ ଫ୍ୟାନ୍ସ ଦୀପକ ଓଝା । ଆଉ ସାଙ୍ଗରେ ନେଇଥିଲେ ରସଗୋଲା ଓ ଛେନାପୋଡ଼ । ସେହି ଓଡ଼ିଆ ଫ୍ୟାନ୍ସଙ୍କ ହାତରୁ ଗୁଡ଼...
ଓଡିଶାଖେଳଭାରତବାରବାଟୀରେ ମାସ୍କ ବାଧ୍ୟତାମୂଳକmahabharatanewsJune 11, 2022 by mahabharatanewsJune 11, 20220276 କଟକ: ଆସନ୍ତାକାଲି ବାରବାଟୀରେ ମହା ଲଢେଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ଚଳଚଞ୍ଚଳ ହୋଇଉଠିଛି ପୁରା ଓଡିଶା । କୋଣସି ପ୍ରକାର ଗଣ୍ଡଗୋଳ ନ ହେବାକୁ...
ଖେଳବାରବାଟୀ ଟି-୨୦: ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀmahabharatanewsJune 11, 2022 by mahabharatanewsJune 11, 20220223 କଟକ: ଆସନ୍ତାକାଲି ବାରବାଟୀ ଟି-୨୦ ମ୍ୟାଚକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ କରିବେ । ଏଣୁ ଉଚ୍ଚସ୍ତରୀୟ ଅଧିକାରୀମାନେ ଶୁକ୍ରବାର ବାରବାଟୀକୁ ଆସି ସ୍ଥିତି...
ଓଡିଶାଅନୁଭବଙ୍କ ପୈତୃକ ଘର ଛାଡିବେ ବର୍ଷା !mahabharatanewsJune 2, 2022 by mahabharatanewsJune 2, 20220239 କଟକ : ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କୋର୍ଟର ବଡ ନିଷ୍ପତ୍ତି ଅନୁଭବଙ୍କ ପୈତୃକ ଘର ଛାଡିବାକୁ ନିର୍ଦ୍ଦେଶ । ବର୍ଷା ପ୍ରିୟଦର୍ଶିନୀ ଛାଡିବେ ଅନୁଭବ ମହାନ୍ତିଙ୍କ ଘର ।...