bharatଦେଶ ବିଦେଶବିଶ୍ୱଗାଡି ଚାଳକଙ୍କ ପାଇଁ ବଡ ଚେତାବନୀ ଜାରି କରିଛନ୍ତି ପରିବହନ ବିଭାଗ ।mahabharatanewsFebruary 15, 2026 by mahabharatanewsFebruary 15, 2026012 ଗାଡି ଚାଳକଙ୍କ ପାଇଁ ବଡ ଚେତାବନୀ ଜାରି କରିଛନ୍ତି ପରିବହନ ବିଭାଗ । ଖାସକରି ପ୍ରଦୂଷଣକୁ କଡ଼ାକଡ଼ି ଭାବେ ରୋକିବା ପାଇଁ, ପରିବହନ ବିଭାଗ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଉ ଏହି ନିଷ୍ପତ୍ତି...
ଦେଶ ବିଦେଶହୋଲି-ଦୀପାବଳିରେ ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡରmahabharatanewsJanuary 21, 2026 by mahabharatanewsJanuary 21, 202609 ହୋଲି ଆରମ୍ଭରୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ପରିବାରକୁ ମାଗଣାରେ LPG ସିଲିଣ୍ଡର ଯୋଗାଇବା ପାଇଁ ଏକ ନୂତନ କଲ୍ୟାଣକାରୀ ପଦକ୍ଷେପ ଆରମ୍ଭ କରିବାକୁ ପ୍ରସ୍ତୁତ ଦିଲ୍ଲୀ ସରକାର। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ...
ଦେଶ ବିଦେଶଭାରତଗମ୍ଭୀର ହେଲା ଦିଲ୍ଲୀର ବାୟୁ ଗୁଣବତ୍ତା, ବିମାନବନ୍ଦର ଜାରି କଲା ପରାମର୍ଶmahabharatanewsDecember 13, 2025 by mahabharatanewsDecember 13, 2025028 ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର ବାୟୁ ଗୁଣବତ୍ତା ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ବିଷାକ୍ତ ପାଲଟି ଯାଇଛି ଦିଲ୍ଲୀର ବାୟୁ । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟକର ହୋଇପଡିଛି । ଯାହାକୁ ନେଇ...
ଭାରତଦିଲ୍ଲୀ ଆକାଶରେ ଜ୍ୱାଳାମୁଖିର ଅଗ୍ନି ବାଦଲ, ବିମାନ ସେବା ବାଧାପ୍ରାପ୍ତmahabharatanewsNovember 25, 2025November 25, 2025 by mahabharatanewsNovember 25, 2025November 25, 2025028 ଇଥିଓପିଆରେ ହାଇଲି ଗୁବ୍ବି ଉଦ୍ଗୀରଣରୁ ବାହାରୁଥିବା ଆଗ୍ନେୟଗିରି ପାଉଁଶ ପଶ୍ଚିମ ଏବଂ ଉତ୍ତର ଅଞ୍ଚଳ ଆଡକୁ ପ୍ରବାହିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ବିଷାକ୍ତ ପବନରେ ଦିଲ୍ଲୀବାସୀ ହନ୍ତସନ୍ତ...
ଭାରତଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ, ୪ ଶହ ପାର କଲା AQImahabharatanewsNovember 24, 2025 by mahabharatanewsNovember 24, 2025019 ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ । ୪ ଶହ ପାର କଲା AQI । ଲଗାତାର ଦିଲ୍ଲୀର ପ୍ରଦୂଷଣ ସ୍ତର ବଢ଼ିବାରେ ଲାଗିଛି। ଫଳରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ତରରେ ପହଞ୍ଚିଛି । କିଛି...
ଓଡିଶାରାଜନୀତିଗିରଫ ହୋଇଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅmahabharatanewsJuly 18, 2025July 18, 2025 by mahabharatanewsJuly 18, 2025July 18, 20250119 ନୂଆଦିଲ୍ଲୀ;- ଗିରଫ ହୋଇଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ । ଭିଲାଇସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ଏହି ଚଢାଉ ପରେ ଇଡି ଦଳ...
ଭାରତପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଗିରଫmahabharatanewsDecember 4, 2024 by mahabharatanewsDecember 4, 2024085 ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ ।ଅଳ୍ପକେ ବର୍ତ୍ତିଲେ ବାଦଲ । ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ତାଙ୍କ ଉପରକୁ...
ଭାରତସ୍ୱାସ୍ଥ୍ୟସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ମେଡିକାଲରେ ଭର୍ତ୍ତି ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସmahabharatanewsNovember 26, 2024November 26, 2024 by mahabharatanewsNovember 26, 2024November 26, 2024069 ନୂଆଦିଲ୍ଲୀ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମେଡିକାଲରେ ଭର୍ତ୍ତି । ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ତାଙ୍କର ଏସିଡିଟି ସମସ୍ୟା ଥିବା...
ଅପରାଧଓଡିଶାଗୌତମ ଆଦାନୀଙ୍କୁ ବଡ ଝଟକାmahabharatanewsNovember 21, 2024 by mahabharatanewsNovember 21, 20240169 ନୂଆଦିଲ୍ଲୀ; ଗୌତମ ଆଦାନୀଙ୍କୁ ବଡ ଝଟକା । ତାଙ୍କ ନାଁରେ ଆସିଛି ଆରେଷ୍ଟ ୱାରେଣ୍ଟ । ଏହାକୁ ଜାରି କରିଛନ୍ତି ଆମେରିକା କୋର୍ଟ । ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆମେରିକା ଆଣିଛି...
ଭାରତଦିଲ୍ଲୀ ଲାଜପତ ନାଗରର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡmahabharatanewsJune 5, 2024 by mahabharatanewsJune 5, 20240151 ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଲାଜପତ ନାଗରର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ସେଠାରେ ଥିବା ଆଇ ସେଭେନ ହସ୍ପିଟାଲରେ ହଠାତ ନିଆଁ ଲାଗିଯାଇଥିବା କୁହାଯାଉଛି । ଏହା ପରେ ଲାଗିଥିବା ନିଆଁକୁ ଲିଭାଇବା...