ଓଡିଶାକୋଭିଡ-୧୯ ହସ୍ପିଟାଲ ଉପରେ ବାୟୁ ସେନାର ପୁଷ୍ପ ବୃଷ୍ଟିmahabharatanewsMay 3, 2020 by mahabharatanewsMay 3, 20200275 (ଭୁବନେଶ୍ୱର): କରୋନା ଲଢ଼େଇରେ ପ୍ରମୁଖ ଭୂମିକା ତୁଲାଉଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆଗଧାଡିରେ ରହିଛନ୍ତି ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ତଥା ପୁଲିସ । ଏହି ଆଗଧାଡିର କରୋନା ଯୋଦ୍ଧାଙ୍କ ନିରବଚ୍ଛିନ୍ନ ସେବା ମନୋବୃତ୍ତି...