ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଜାମଦା ବ୍ଲକସ୍ତରୀୟ ନୂତନ ସଂଘ ଗଠନ
ମୟୂରଭଞ୍ଜ : ଜାମଦା ବ୍ଲକ ସମ୍ମିଳନୀ କକ୍ଷରେ ପରେଶନାଥ ନନ୍ଦଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ବ୍ଲକସ୍ତରୀୟ ନୂତନ ସଂଘ ଗଠନ କରାଯାଇଛି । ଏଥିରେ ରାଜ୍ୟ,ଜିଲ୍ଲା,ଉପଖଣ୍ଡର କର୍ମକର୍ତ୍ତାଗଣ ପୂର୍ଣ୍ଣଚନ୍ଦ୍ର ବସା,କାହ୍ନୁଚରଣ...
