ଓଡିଶାଦିଗପହଣ୍ଡି ଦୁର୍ଘଟଣା : ଗିରଫ ହେଲା ଓଏସଆରଟି ବସ୍ ଡ୍ରାଇଭରmahabharatanewsJune 27, 2023 by mahabharatanewsJune 27, 20230145 (ଗଂଜାମ) : ଗିରଫ ହେଲା ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଫେରାର ଥିବା OSRTC ଡ୍ରାଇଭର । ବସ୍ ଡ୍ରାଇଭରକୁ ଭୁବନେଶ୍ୱରରୁ ଗିରଫ କଲା ପୋଲିସ । ଦୁର୍ଘଟଣା ପରେ ଡ୍ରାଇଭର ଅନ୍ୟ ଏକ ବସ୍ରେ ଭୁବନେଶ୍ୱର ପଳାଇ...
ଓଡିଶାଦିଗପହଣ୍ଡି ଦୁର୍ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀmahabharatanewsJune 26, 2023 by mahabharatanewsJune 26, 20230131 (ଗଞ୍ଜାମ) : ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ଦୁର୍ଘଟଣା ପୀଡ଼ିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ଆତ୍ମୀୟଙ୍କ ପାଇଁ ତିନି...
ଓଡିଶାଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍mahabharatanewsMay 25, 2023 by mahabharatanewsMay 25, 20230146 (ଗଞ୍ଜାମ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କୁମାରବେଗପଲି ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ଏହାଫଳରେ ଉକ୍ତ ବାଟଦେଇ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ସକାଳ...
ଓଡିଶାଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ପୁରସ୍କାରmahabharatanewsApril 8, 2023 by mahabharatanewsApril 8, 20230233 ଭୁବନେଶ୍ୱର: ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗଞ୍ଜାମ ଦେଶର ‘ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ’ ଓ ହିଞ୍ଜିଳିକାଟୁ ‘ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’ ଘୋଷିତ ହୋଇଛି। ଅପ୍ରେଲ ୧୭ରେ ମାନ୍ୟବର...
ଓଡିଶାମା ତାରା ତାରିଣୀ ଚୈତ୍ର ପର୍ବ ସକାଶେ ପ୍ରସ୍ତୁତି ବୈଠକmahabharatanewsMarch 2, 2023 by mahabharatanewsMarch 2, 20230156 ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଚଳିତ ମାସ ୧୪ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହେବ । ଏହି ଚୈତ୍ର ପର୍ବ ୪...
Uncategorizedପୁଅର ଜୀବନ ରକ୍ଷା ପାଇଁ ମାଆ,ର ଆକୁଳ ନିବେଦନmahabharatanewsFebruary 9, 2023 by mahabharatanewsFebruary 9, 20230187 ଗଞ୍ଜାମ/ ରଜନୀକାନ୍ତ ପାତ୍ର : ମଣିଷ ଜୀବନ ଦୁର୍ଲଭ ଜୀବନ । ହସଖୁସିର ସଂସାରକୁ ନେଇ ବାଟ ଚାଲୁଚାଲୁ କେତେବେଳେ ଉତ୍ଥାନ କେତେବେଳେ ପତନ ଘଟିଥାଏ । କିନ୍ତୁ କିଏ ଜାଣେ ସୁଖଦୁଃଖରେ ଚାଲିଥିବା...
Uncategorizedଅଦାଲତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧରmahabharatanewsFebruary 6, 2023 by mahabharatanewsFebruary 6, 20230193 ଗଞ୍ଜାମ/ ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ଅଦାଲତ ପରିସରରେ ସିଭିଲ ଜଜ ସିନିୟର ଡିଭିଜନ ଅଦାଲତର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧର ମିଳିତ...
ଓଡିଶାସଡକ ସୁରକ୍ଷା ସପ୍ତାହ ପାଳନmahabharatanewsJanuary 15, 2023January 17, 2023 by mahabharatanewsJanuary 15, 2023January 17, 20230198 ଗଞ୍ଜାମ/ ରଜନୀକାନ୍ତ ପାତ୍ର : ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ମା ବ୍ୟାଘ୍ରଦେବୀ ଘରୋଇ ବସ ମାଲିକ ସଂଘ ହିଂଜିଳିକାଟୁର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା...
ଓଡିଶାରାସ୍ତାଠୁ ଆରମ୍ଭ କରି ଗାାଁ ସବୁ ଆଡ଼େ ପୋକ , ଭୟରେ ଗ୍ରାମବାସୀmahabharatanewsJanuary 14, 2023 by mahabharatanewsJanuary 14, 20230166 ଗଞ୍ଜାମ : ଘରର କାନ୍ଥ ହେଉ କି ମୁଖ୍ୟ ରାସ୍ତା ସବୁଠି ଦେଖିବାକୁ ମିଳୁଛି କୁଢ଼ କୁଢ଼ ପୋକ । ତିନିଦିନ ହେଲା ଏହି ଅଦ୍ଭୁତ ପୋକ ଏଭଳି ରାସ୍ତା ପାର ହୋଇ ଗ୍ରାମର...
ଓଡିଶାଯୋଗାଯୋଗଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶାର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ସମାରୋହmahabharatanewsDecember 27, 2022 by mahabharatanewsDecember 27, 20220257 ଗଞ୍ଜାମ /ରଜନୀକାନ୍ତ ପାତ୍ର : “ମାଆ, ମାଟି ଓ ମାତୃଭାଷାର ବିକଳ୍ପ ନାହିଁ। ଏହା ମଣିଷ ଜୀବନର ଏକ ଅବିଭାଜ୍ୟ ଏବଂ ଅଭିନ୍ନ ଅଙ୍ଗ । ” ଓଡ଼ିଆ ଭାଷା ସାହିତ୍ୟ ସମିତି ଓଡ଼ିଶାର...