ORHDC ଦୁର୍ନୀତି ମାମଲା, ପୂର୍ବତନ IAS ବିନୋଦ କୁମାରଙ୍କୁ ୫୦ ହଜାର ଟଙ୍କା ଫାଇନ ସହ ୩ ବର୍ଷ ସଜା ଶୁଣାଇଛନ୍ତି କୋର୍ଟ
ଭୁବନେଶ୍ୱର: ଆଜି ORHDC ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କୁ ପୁଣି ସଜା ଶୁଣାଇଛନ୍ତି କୋର୍ଟ ।ଭୂମିକା ବିଲଡର ଲୋନ ର୍ଦୁନୀତି ମମାଲାରେ ପୂର୍ବତନ IAS ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ...