ଭାରତନଦୀକୁ ଖସିଲା ବୋଲେରୋ , ପିଲାଙ୍କ ସମେତ ୫ମୃତmahabharatanewsOctober 24, 2023 by mahabharatanewsOctober 24, 2023096 ଦଶହରାରେ ବଡ ଅଘଟଣ । ଝାଡଖଣ୍ଡ ଦେଓଘର ଚିତରା ଥାନା ଅନ୍ତର୍ଗତ ଅଜୟ ବଜାରରେ ବୋଲେରୋ ନଦୀକୁ ଖସିପଡିବାରୁ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିବା...
ଭାରତମୃତ୍ୟୁ ପରେ ବି ଜୀବିତ ଅଛନ୍ତି ସୁଶାନ୍ତ, ତାଙ୍କର ଅଙ୍ଗ ଦାନ ପାଇଁ ପାଇଲେ ୪ନୂଆ ଜୀବନmahabharatanewsApril 13, 2023 by mahabharatanewsApril 13, 20230104 ଝାରଖଣ୍ଡର: ମୃତ୍ୟୁ ପରେ ବି ଜୀବିତ ଅଛନ୍ତି ସୁଶାନ୍ତ । ସୁଶାନ୍ତ ଲଣ୍ଡନରେ ଫେସବୁକରେ କାର୍ୟ୍ୟରତ ଥିଲେ । ସେଠାରେ ତାଙ୍କ କୌଣସି କାରଣରୁ ଦେହାନ୍ତ ହୋଇଯାଉଥିଲା ପରେ ବପରିବାର ଲୋକେ ତାଙ୍କର ଗୁରୁତ୍ୱପୂର୍ଣ୍ଣ...
ଭାରତଫିଲ୍ମ ଷ୍ଟାଇଲରେ ଏମବିଏ ଛାତ୍ରଙ୍କୁ ଏନକାଉଣ୍ଟରmahabharatanewsSeptember 7, 2022 by mahabharatanewsSeptember 7, 20220129 ଝାଡଖଣ୍ଡ(ଚିନ୍ମୟୀ ସ୍ୱାଇଁ):-ଡକାୟତି ବେଳେ ପୋଲିସର ଲାଇଭ ଏନକାଉଣ୍ଟର । ଫିଲ୍ମ ଷ୍ଟାଇଲରେ ଏନକାଉଣ୍ଟର କରିଛି ଝାଡଖଣ୍ଡ ପୋଲିସ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ୫ ଜଣ ଡକାୟତଙ୍କୁ ରାଜରାସ୍ତାରେ...
ଭାରତସସପେଣ୍ଡ ହେଲେ ଆଇଏଏସ ପୂଜା ସିଙ୍ଘଲmahabharatanewsMay 12, 2022 by mahabharatanewsMay 12, 20220182 ନୂଆଦିଲ୍ଲୀ: ଆଇଏଏସ ପୂଜା ସିଙ୍ଘଲ ଆଜି ସସପେଣ୍ଡ ହୋଇଛନ୍ତି । ଝାଡଖଣ୍ଡର ସରକାର ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଗତକାଲି ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ପୂଜାଙ୍କୁ...