ଭାରତକେରଳରେ ପ୍ରବଳ ବର୍ଷା,୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରିmahabharatanewsMay 23, 2024 by mahabharatanewsMay 23, 2024069 (କେରଳ) : ଲଗାଣ ବର୍ଷାରେ ବେହାଲ କେରଳ । ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ଭାରତ ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । କେବଳ...
ଭାରତମୁଖ୍ୟମନ୍ତ୍ରୀଙ୍କ ଝିଅ ବିରୋଧରେ ମାମଲା ରୁଜୁ mahabharatanewsMarch 28, 2024 by mahabharatanewsMarch 28, 20240184 (କେରଳ) : କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟଙ୍କ ଝିଅ ବୀଣାଙ୍କ ବିରୋଧରେ PMLA ଅଧୀନରେ ଏକ ମାମଲା ରୁଜୁ କଲା ଇଡି। ସେ ଏକ ଖଣିଜ ସଂସ୍ଥା ସହିତ ବେଆଇନ କାରବାର କରିଥିବା ଅଭିଯୋଗ ହୋଇଛି।...
ଭାରତନିଜେ କେସ ଲଢ଼ିବ ବିସ୍ଫୋରଣ କରିଥିବା ଡୋମିନିକ୍ ମାର୍ଟିନmahabharatanewsNovember 2, 2023 by mahabharatanewsNovember 2, 20230189 (କେରଳ) : ନିଜ କେସ ନିଜେ ଲଢ଼ିବ ଦୁଇ ଦିନ ତଳେ ଖ୍ରୀଷ୍ଟିଆନ ପ୍ରାର୍ଥନା ସଭାରେ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଡୋମିନିକ୍ ମାର୍ଟିନ । ମଙ୍ଗଳବାର...
ଭାରତକେରଳରେ ବିସ୍ଫୋରଣ; ଦିଲ୍ଲୀ ଏବଂ ମୁମ୍ବାଇରେ ହାଇଆଲର୍ଟ ଜାରିmahabharatanewsOctober 30, 2023 by mahabharatanewsOctober 30, 20230155 (କେରଳ) : କେରଳରେ କାଲାମସେରିସ୍ଥିତ ଏକ କନ୍ଭେନସନ ସେଣ୍ଟରରେ ବିସ୍ଫୋରଣ । ଏଥିନିମନ୍ତେ ଦେଶର ଦୁଇ ପ୍ରମୁଖ ସହର ଦିଲ୍ଲୀ ଏବଂ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ...
ଓଡିଶାକେରଳ ପାଇବ ନୂଆ ନାମ mahabharatanewsAugust 10, 2023 by mahabharatanewsAugust 10, 20230110 (କେରଳ) : ବଦଳିବ ଟୁରିଷ୍ଟ ପ୍ଲେସ୍ କେରଳର ନାଁ । ଯେଉଁଥି ପାଇଁ ବିଧାନସଭାରେ ପାରିତ ହେଲା ସର୍ବସମ୍ମତି ପ୍ରସ୍ତାବ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ସମ୍ବାଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ ନାଁ ରଖିବାକୁ ଅନୁରୋଧ କରାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସହ ସମସ୍ତ ଅଫିସିଆଲ ଏବଂ ସମ୍ବାଧାନର ୮ମ ସୂଚୀରେ କେରଳର ନାଁ ବଦଳାଇ କେରଳମ ରଖିବାକୁ ଅନୁରୋଧ କରାଯାଇଛି । ସୂଚନାନୁଯାୟୀ ,ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନା କରି କହିଥିଲେ ଯେ, ରାଜ୍ୟର ନାମ ମାଲାୟଲମ ଭାଷାରେ କେରଳମ୍ କୁହାଯାଏ । ହେଲେ ଅନ୍ୟ ଭାଷାରେ ଏହା...
ଭାରତବିବାହକୁ ବୋଝ ବୋଲି ଭାବୁଛନ୍ତି ଯୁବପୀଢିmahabharatanewsSeptember 2, 2022September 2, 2022 by mahabharatanewsSeptember 2, 2022September 2, 20220150 ପାଶ୍ଚାତ୍ୟ ସଂସ୍କୃତିକୁ ନେଇ ଚିନ୍ତା ପ୍ରକଟ କଲେ କୋର୍ଟ କେରଳ: ବର୍ତ୍ତମାନର ଯୁବପୀଢି ବିବାହକୁ ଏକ ବୋଝ ବୋଲି ଭାବୁଛନ୍ତି। ଫଲରେ ଦିନକୁ ଦିନ ପାଶ୍ଚାତ୍ୟ ସଂସ୍କୃତି ବଢିବାରେ ଲାଗିଛି। ଯୁବପୀଢିମାନେ ୟୁଜ ଆଣ୍ଡ...