ଓଡିଶାଜରିପଡା ଉତ୍କଳ ଭଉଁରୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତmahabharatanewsMay 12, 2026 by mahabharatanewsMay 12, 20260206 ପବିତ୍ର ଉତ୍କଳ ଭଉଁରୀ ଯାତ୍ରା ସାରା ଓଡ଼ିଶାର କୋଣ ଅନୁକୋଣରେ ପାଳିତ ହୋଇଆସୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା ସ୍ଥିତ ଶ୍ରୀ ଶ୍ରୀ କେଦାରେଶ୍ୱର ଦେବଙ୍କ ପୀଠରେ ଏହି ମହାନ...