ଭାରତ୧ରେ ଉଦଘାଟିତ ହେବ ବିଶ୍ବର ପ୍ରଥମ ବୈଦିକ ଘଡ଼ିmahabharatanewsFebruary 27, 2024 by mahabharatanewsFebruary 27, 20240106 (ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଲାଗିଛି ବିଶ୍ବର ପ୍ରଥମ ବୈଦିକ ଘଡ଼ି । ଆସନ୍ତା ମାର୍ଚ୍ଚ ୧ରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଭର୍ଚୁଆଲ୍ ମାଧ୍ୟମରେ ...
ଭାରତଜାନୁଆରୀ ୨୨କୁ ଡ୍ରାଏ ଡେ ଘୋଷଣାmahabharatanewsJanuary 15, 2024January 15, 2024 by mahabharatanewsJanuary 15, 2024January 15, 20240118 (ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହରେ ରାଜ୍ୟକୁ ଡ୍ରାଏ ଡେ ଘୋଷଣା କରିଛନ୍ତି । ଅଯୋଧ୍ୟାରେ ରାମ...
ଭାରତମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଆରମ୍ଭ ହେଲା ଭୋଟ୍ ଗ୍ରହଣmahabharatanewsNovember 17, 2023 by mahabharatanewsNovember 17, 2023079 (ମଧ୍ୟପ୍ରଦେଶ) : ଆଜି ନିର୍ଦ୍ଧାରିତ ସମୟରେ ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ଓ ଦ୍ଵିତୀୟ ପର୍ଯ୍ୟାୟରେ ଛତିଶଗଡ଼ର ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଆଜି ସକାଳ ୭ଟା ବେଳେ...
ଭାରତମଧ୍ୟପ୍ରଦେଶ-ଛତିଶଗଡ଼ରେ ସରିଲା ପ୍ରଚାରmahabharatanewsNovember 16, 2023 by mahabharatanewsNovember 16, 2023079 (ମଧ୍ୟପ୍ରଦେଶ) : ନଭେମ୍ବର ୧୭ରେ ମଧ୍ୟପ୍ରଦେଶର ୨୩୦ଟି ବିଧାନସଭା ଆସନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡରେ ୭୦ଟି ଆସନ ପାଇଁ ମତଦାନ ହେବ । ଗତକାଲି ସନ୍ଧ୍ୟା ୬ଟା ପରେ ଉଭୟ ରାଜ୍ୟରେ ନିର୍ବାଚନ ପ୍ରଚାର...
ଭାରତଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ : ଟଳିଲେ ୩ ପୋଲିସ କର୍ମଚାରୀmahabharatanewsMay 14, 2022 by mahabharatanewsMay 14, 20220246 ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଗୁନାରେ ଘଟିଛି ଅଘଟଣ । କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ । ଶିକାରୀଙ୍କ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ । ଶିକାରୀ ଓ ପୋଲିସ ଭିତରେ...