ଭାରତଥଣ୍ଡା ପାଇଁ ଜାନୁଆରୀ ୧୩ ପର୍ଯ୍ୟନ୍ତ ସ୍କୁଲ ଛୁଟିmahabharatanewsJanuary 9, 2026 by mahabharatanewsJanuary 9, 202605 ତଳ ମୁହାଁ ହେଉଛି ପାରଦ । ତେଣୁ ବଢୁଥିବା ଥଣ୍ଡାକୁ ନଜରରେ ରଖି, ଜାନୁଆରୀ ୧୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଚଣ୍ଡିଗଡ଼ର ପାଗକୁ ନଜରରେ ରଖି ସମସ୍ତ...
ଅପରାଧଦେଶ ବିଦେଶକୋର୍ଟରେ ହାଜର ଭେନେଜୁଏଲା ରାଷ୍ଟ୍ରପତିmahabharatanewsJanuary 6, 2026 by mahabharatanewsJanuary 6, 202609 ମୁଁ ନିର୍ଦ୍ଦୋଷ । ମୋ ସହ ଅନ୍ୟାୟ ହୋଇଛି । କୋର୍ଟରେ ହାଜର ହେଲେ ଭେନେଜୁଏଲା ରାଷ୍ଟ୍ରପତି । ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକାର ସଂଘୀୟ ଅଦାଲତରେ ହାଜର କରାଯାଇଛି...
ଖେଳଭାରତମନୋରଞ୍ଜନ୫ ଘଣ୍ଟାରେ ବିରାଟଙ୍କ ପୋଷ୍ଟକୁ ୬.୬ ମିଲିୟନ ଲାଇକ୍mahabharatanewsJanuary 2, 2026 by mahabharatanewsJanuary 2, 202605 ନୂଆ ବର୍ଷକୁ ବିରାଟ କୋହଲି ତାଙ୍କ ପରିବାର ସହିତ ପାଳନ କରିଛନ୍ତି। କିଙ୍ଗ କୋହଲି ନୂତନ ବର୍ଷକୁ ଦୁବାଇରେ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବିରାଟ ଏହାର ଫୋଟୋ ଗୁତିକୁ ସେୟାର...
ଦେଶ ବିଦେଶଭାରତଵାଣିଜ୍ୟ୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡରmahabharatanewsJanuary 1, 2026 by mahabharatanewsJanuary 1, 202609 ବର୍ଷର ଆରମ୍ଭରୁ ୧୧୧ ଟଙ୍କା ବଢ଼ିଲା LPG ସିଲିଣ୍ଡର । ନୂଆଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦର ୧୬୯୧ ଟଙ୍କାକୁ ବୃଦ୍ଧି । ଅନ୍ୟପକ୍ଷରେ ଘରୋଇ LPG ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ସରକାର...
ଅପରାଧଦେଶ ବିଦେଶରାଜନୀତିଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପmahabharatanewsDecember 30, 2025 by mahabharatanewsDecember 30, 2025010 ପରମାଣୁ ଅସ୍ତ୍ରଶସ୍ତ୍ର ଅଭ୍ୟାସ କଲେ, ଇରାନକୁ ଛାଡ଼ିବୁନି । ପୁଣି ଇରାନକୁ ଏଭଳି ଭାବେ ଧମକାଇଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ଯଦି ଇରାନ ଆଉ ଥରେ ତାର ପରମାଣୁ...
ଦେଶ ବିଦେଶଭାରତରାଜନୀତିଗାନ୍ଧି ପରିବାରରେ ବାଜିବ ବିବାହ ଶାହାନାଇmahabharatanewsDecember 30, 2025 by mahabharatanewsDecember 30, 2025010 ଗାନ୍ଧି ପରିବାରରେ ବାଜିବାକୁ ଯାଉଛି ବିବାହ ଶାହାନାଇ । କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ରୋବର୍ଟ ଭଦ୍ରାଙ୍କ ପୁଅ ରେହାନ,ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରେହାନଙ୍କ...
ଖେଳମାର୍ଚ୍ଚ ୨୬ରୁ ପାକିସ୍ତାନ ସୁପର ଲିଗmahabharatanewsDecember 15, 2025 by mahabharatanewsDecember 15, 2025010 ମାର୍ଚ୍ଚ ୨୬ରୁ ପି.ଏସ୍.ଏଲ । ପାକିସ୍ତାନ ସୁପର ଲିଗର ୧୧ତମ ସିଜିନ୍ ଆସନ୍ତା ବର୍ଷ ମାର୍ଚ୍ଚ ୨୬ ରୁ ମେ ୩ ପର୍ୟ୍ୟନ୍ତ ଖେଳାଯିବ । ଏହାକୁ ଦ୍ୱିତୀୟ ଥର ପାଇଁ, ଇଣ୍ଡିଆନ୍ ପ୍ରିମିୟର...
ଓଡିଶାସ୍ୱାସ୍ଥ୍ୟଭିନ୍ନକ୍ଷମ ପିଲାଙ୍କ ସର୍ଭେ ପାଇଁ ନିର୍ଦ୍ଧେଶmahabharatanewsDecember 11, 2025 by mahabharatanewsDecember 11, 2025015 ଭିନ୍ନକ୍ଷମ ପିଲାଙ୍କୁ ଅଧିକାରୀ ଖୋଜିବେ । ୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ । ସର୍ଭେକୁ ୩୧ ଡିସେମ୍ବର ସୁଦ୍ଧା ସମାପ୍ତ କରିବାକୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ...
ଓଡିଶାରାଜନୀତିବଢିଲା ବାଚସ୍ପତିଙ୍କ ଏବଂ ଉପବାଚସ୍ପତିଙ୍କ ଦରମାmahabharatanewsDecember 9, 2025 by mahabharatanewsDecember 9, 2025023 ବଢିଲା ବାଚସ୍ପତିଙ୍କ ଦରମା । ଏବଂ ଉପବାଚସ୍ପତିଙ୍କ ଦରମା ବୃଦ୍ଧି । ପୂର୍ବରୁ ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ଥିବା ବେଳେ, ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇ ୯୮ ହଜାର ଟଙ୍କା କରାଯାଇଛି...
ଓଡିଶାରାଜନୀତିପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧିmahabharatanewsDecember 9, 2025 by mahabharatanewsDecember 9, 2025014 ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି । ଯେଉଁମାନେ ଥରୁଟିଏ ବିଧାୟକ ହୋଇଥିବେ, ସେମାନଙ୍କୁ ପେନସନ ବାବଦକୁ ପୂର୍ବରୁ ମାସକୁ ୩୦ ହଜାର ମିଳୁ ଥିବା ବେଳେ, ବର୍ତ୍ତମାନ ଏହା ୮୦ ହଜାରକୁ ବୃଦ୍ଧି କରାଯାଇଛି...