ଓଡିଶାପାର୍ବଣରେ ମାତିଛନ୍ତି ଲୁଟେରା : ବନ୍ଧୁକ ଦେଖାଇ ଘରୁ ଲୁଟିନେଲେmahabharatanewsOctober 23, 2023 by mahabharatanewsOctober 23, 20230107 ଔପଦା: ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ବଡପୋଖରୀ ପଞ୍ଚାୟତର ଆମ୍ବଗଡିଆ ଗ୍ରାମର ଉମାକାନ୍ତ ମଲ୍ଲିକଙ୍କ ଘରୁ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁବୁର୍ତ୍ତ। ସୂଚନା ଅନୁଯାୟୀ ଶ୍ରୀ ମଲ୍ଲିକଙ୍କ ପରିବାର...
ଭାରତମନୋରଞ୍ଜନପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତିmahabharatanewsOctober 23, 2023 by mahabharatanewsOctober 23, 2023098 ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି । ପ୍ରଭାସ ଏବେ ଯାଏ ଆକ୍ସନ ରୋମାନ୍ସରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଛୋଟରୁ ବଡ ଯାଏଁ...
ଭାରତବୁଲା କୁକୁର ଆକ୍ରମଣରେ ଓ୍ଵାଘ ବକରୀ ଚା’ ସିଇଓଙ୍କ ପରଲୋକmahabharatanewsOctober 23, 2023 by mahabharatanewsOctober 23, 20230122 ଦେଶର ପ୍ରମୁଖ ଚା କମ୍ପାନୀ ୱାଗ ବକରୀର ସିଇଓ ପରାଗ ଦେଶାଇଙ୍କ ପରଲୋକ ହୋଇଛି ।ବୁଲା କୁକୁର କାମୁଡିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ...
ଓଡିଶାଆଜି ପୀଠେ ଦଶହରା , ମଣ୍ଡପରେ ମହାନବମୀmahabharatanewsOctober 23, 2023 by mahabharatanewsOctober 23, 20230130 ଭୁବନେଶ୍ୱର : ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁରୁ ସହର । ଶକ୍ତିପୀଠରେ ଆଜି ଦଶହରା ପୁଜା ଚାଲିଥିବ ବେଳେ ମଣ୍ଡପରେ ଆଜି ମାଆଙ୍କର...
ଓଡିଶାକାଠ ଗଣ୍ଡି ବୋଝେଇ ଟାଟା ଏସି ଗାଡି ଜବତ: ଜଣେ ଅଟକmahabharatanewsOctober 23, 2023 by mahabharatanewsOctober 23, 20230104 କରଞ୍ଜିଆ (ବସନ୍ତ କୁମାର ସୋରେନ) : ରବିବାର ସକାଳେ ଚୋରାରେ ଶାଳକାଠ ଗଣ୍ଡି ଵୋଝେଇ କରି ଏକନମ୍ବର ବିହୀନ ଟାଟା ଏସି ଗାଡି ଯୋଗେ ଚୋରା ଚାଲାଣ ହେଉଥିଲା । ରବିବାର ସକାଳେ ଠାକୁରମୁଣ୍ଡା...
ଖେଳଭାରତଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟmahabharatanewsOctober 23, 2023 by mahabharatanewsOctober 23, 20230159 ରୋହିତ ଶର୍ମା ଜବରଜସ୍ତ ଫର୍ମରେ ଅଛନ୍ତି । ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ହିଟ ମ୍ୟାନ । ଖାସ କରି କରି ପାୱାରପ୍ଲେରେ ବୋଲରଙ୍କୁ ନିର୍ଘାତ ପିଟୁଛନ୍ତି । ଯାହାଫଳରେ ଖାଲି ପାୱାରପ୍ଲେ ନୁହେଁ...
ଓଡିଶାବର୍ଷେ ଜେଲ ଦଣ୍ଡ ସହିତ ଜରିମାନା ଏବଂ ପୀଡିତାଙ୍କୁ ଆର୍ଥିକ ସହାୟତା mahabharatanewsOctober 7, 2023 by mahabharatanewsOctober 7, 20230186 ଚିଲିକା (ଦିବ୍ୟକାନ୍ତ ବେହେରା) : ଦୁଇ ଗୋଷ୍ଟୀଙ୍କ ମଧ୍ୟରେ ଝଗଡାକୁ ନେଇ ପୃଥକ ପୃଥକ ମାମଲାରେ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ ସହ ଆର୍ଥିକ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଚିଲିକା ଜେ.ଏମ୍.ଏଫ୍.ସି କୋର୍ଟ l...
ମନୋରଞ୍ଜନବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ମନିତ୍ ଜୌରାmahabharatanewsJuly 28, 2023 by mahabharatanewsJuly 28, 20230109 (ମୁମ୍ବାଇ) : ବିବାହ ବନ୍ଧନରେ ବାନ୍ଧି ହେଲେ ଆପଣଙ୍କର ଅର୍ଥାତ ଅଭିନେତା ମନିତ୍ ଜୌରା। ନିକଟରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମନିତ୍ ତାଙ୍କ ଗ୍ରୀକ୍ ସାଥୀ ଆଣ୍ଡ୍ରେୟା ପାନାଗିଓଟୋପୋଲୁଙ୍କୁ ଜୁଲାଇ ୯ ...
ଭାରତଟ୍ରେଡମିଲରେ କରେଣ୍ଟ ଲାଗି ଯୁବକ ମୃତmahabharatanewsJuly 20, 2023 by mahabharatanewsJuly 20, 20230117 ଦିଲ୍ଲୀ: ଜିମ ଯାଆନ୍ତି ଲୋକ ୱାର୍କଆଉଟ କରିବାକୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯାଆନ୍ତି । ଜିମରେ ୱାର୍କଆଉଟ କରିବା ସମୟରେ ଟ୍ରେଡମିଲରେ କରେଣ୍ଟ ଆସିବା ଯୋଗୁଁ ଯୁବକଙ୍କୁ ମୃତ୍ୟୁ ହୋଇଛି । ଏଭଳି ଏକ...
ଭାରତଚନ୍ଦ୍ରାଯାନ-୩ର ଉଡାଣ ପାଇଁ କାଉଣ୍ଟଡାଉନ ଆରମ୍ଭmahabharatanewsJuly 13, 2023 by mahabharatanewsJuly 13, 20230125 ନୁଆଦିଲ୍ଲୀ: ଶୁକ୍ରବାର ଦ୍ୱିପହର ୨ଟା ୩୫ରେ ଚନ୍ଦ୍ରଯାନ-୩ ଅଭିମୁଖେ ଉଟାଣ ଆରମ୍ଭ କରିବ । ଏଥିପାଇଁ କାଉଣ୍ଟଡାଇନ ଆରମ୍ଭ ହୋଇଗଲାଣି । ଶ୍ରୀହରିକୋଟା ସ୍ଥିତି ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଲଞ୍ଚ ପ୍ୟାଡ୍-୨ରୁ ଏହି...