ଅପରାଧଓଡିଶାଜୁଇରୁ କୁଆଁରୀ ଝିଅର ଦରପୋଡା ମାଂସ ଖାଇବାକୁ ନେଇ ଉତ୍ତେଜନାmahabharatanewsJuly 12, 2023 by mahabharatanewsJuly 12, 20230195 ବାରିପଦା: ମୟୂରଭଞ୍ଜ ଜିଲାର ବନ୍ଧସାହି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଶବର ପୋଡା ମାଂସ ଖାଇବାକୁ ନେଇ ପରିବାର ଲୋକଙ୍କ ସମେତ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା। ମାଂସ ଖାଉଥିବା ଦୁଇ...
ଓଡିଶାଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସmahabharatanewsJuly 10, 2023 by mahabharatanewsJuly 10, 20230111 ବାରିପଦା: ଭିଜିଲାନ୍ସ ଜାଲରେ ଅମିନ । ବାରିପଦା କାର୍ଯ୍ୟାଳୟର ଅମିନ ମାନସ ଦାସ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସପି ଜୟନ୍ତୀ ଦଳେଇଙ୍କ ସୂଚନା ଅନୁଯାୟୀ,...
ଓଡିଶାଆଜି ଜଣେ ମା’ର ଆଖିରୁ ଲୁହ ବୋହୁଛିmahabharatanewsJuly 9, 2023 by mahabharatanewsJuly 9, 20230127 ବଲାଙ୍ଗିର: ଆଜି ଜଣେ ମା’ର ଆଖିରୁ ଲୁହ ବୋହୁଛି । ସେ ଆଜି କାନ୍ଦୁଛି । ନିଜର ପୁଅ ବୋହୂର ଅତ୍ୟାଚାର ସହି ନପାରି ପୂରା ଭାଙ୍ଗି ପଡିଛନ୍ତି ଏହି ମା’ଜଣଙ୍କ । ଏହା...
ଓଡିଶାନନ୍ଦନକାନନରେ ଅଘଟଣ: ୧ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ ପର୍ଯ୍ୟଟକmahabharatanewsJuly 9, 2023 by mahabharatanewsJuly 9, 20230117 ଭୁବନେଶ୍ୱର: ନନ୍ଦନକାନନରେ ଅଘଟଣ । ଖାଲରେ ଖସିଲା ବସ । ୩୦ ପର୍ୟ୍ୟଟକ ସିଂହ ସଫାରୀରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ । ବସ ଚାରିପଟେ ସିଂହ ବୁଲୁଥିବାର ଦେଖି...
ଓଡିଶାଗୋପାଳପୁରରେ ତୃଣମୂଳସ୍ତରରୁ ବିଜେଡିକୁ ମଜବୁତ କରିବାକୁ ସାଂସଦ ମାନସ ମଙ୍ଗରାଜଙ୍କ ଆହ୍ୱାନmahabharatanewsJuly 9, 2023 by mahabharatanewsJuly 9, 20230124 ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ନିର୍ବାଚନମଣ୍ଡଳୀ ହେଉଛି ଗୋପାଳପୁର ନିର୍ବାଚନମଣ୍ଡଳୀ । ଏହାରି ଉପରେ ରାଜ୍ୟ ସରକାରଙ୍କ ଫୋକସ ରହିଛି । ଗୋପାଳପୁର ନୂଆ ବସଷ୍ଟାଣ୍ଡ ନିକଟରେ ଆୟେଜିତ ସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ...
ଖେଳକମନୱେଲଥ ଗେମରୁ ବାଦ ପଡିଲେ ପିଭି ସିନ୍ଦୁmahabharatanewsJuly 9, 2023 by mahabharatanewsJuly 9, 20230150 କମନୱେଲଥ ଗେମରୁ ବରାଦ ପଡିଛନ୍ତି ପିଭି ସିନ୍ଧୁ । ଅନ୍ୟପଟେ କମନୱେଲଥ୍ ଗେମ୍ସର ଚମ୍ପିଆନ ଲକ୍ଷ ସେନ କାନାଡ଼ା ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି । ଲକ୍ଷ ସେନ ଜାପାନର...
ଓଡିଶାରାସ୍ତା ନଥିବାରୁ ପ୍ରସଭ ମହିଳାଙ୍କୁ ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭରmahabharatanewsJuly 9, 2023July 9, 2023 by mahabharatanewsJuly 9, 2023July 9, 20230128 ରାୟଗଡ଼ା: ପୁଣି ଜନନୀ ଯନ୍ତ୍ରଣା । ଏଭଳି ଅଭାନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ପଞ୍ଚାୟତର ଜିମାରାଓ ଗାଁରେ । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପଶି ପାରିନଥିଲା ।...
ଖେଳକୋଟି କୋଟି ସମ୍ପତ୍ତିର ମାଲିକ ସୌରଭ ଗାଙ୍ଗୁଲିmahabharatanewsJuly 9, 2023 by mahabharatanewsJuly 9, 20230127 ଭୁବନେଶ୍ୱର: ଭାରତୀୟ କ୍ରିକେଟ ଟିମର ପୂର୍ବତମ ଅଧିନାୟକ ତଥା ପ୍ରିନ୍ସ ଅଫ କୋଲକାତା ସୌରଭ ଗାଙ୍ଗୁଲି । ଯେତେବେଳେ ବିଦେଶ ମାଟିରେ ପରାଜୟ ପରି ସମସ୍ୟା ଦେଇ ଗତି କରୁଥିଲେ ସେ ଟିମ ଇଣ୍ଡିଆକୁ...
ଓଡିଶାଶାରଳା ମନ୍ଦିରରେ ନୂଆ ନିୟମ ; ମନ୍ଦିର ଭିତରକୁ ମୋବାଲଇ ମନାmahabharatanewsJuly 9, 2023 by mahabharatanewsJuly 9, 20230132 ଜଗତସିଂହପୁର: ଶାରଳା ମନ୍ଦିରରେ ନୂଆ ନିୟମ । ମନ୍ଦିର ଭିତରକୁ ମୋବାଲଇ ଓ ପଲିଥିନ ମନା । ସେହିପରି ବ୍ରତ ହୋଇ ନଥିବା ଏବଂ ଅବିବାହିତ ସେବକ ମାନଙ୍କୁ ଗର୍ଭ ଗୃହ ପ୍ରବୋଶକୁ ନିଷେଧ...
ଖେଳପାକିସ୍ତାନ ୱାର୍ଲଡ କପ ଖେଳିବା ଉପରେ ବଡିଲା ସସ୍ପେନ୍ସmahabharatanewsJuly 9, 2023 by mahabharatanewsJuly 9, 20230128 ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବ ଦିନିକିଆ ବିଶ୍ୱକପ । ଦିନିକିଆ ବିଶ୍ୱ କପ ପାଇଁ ପାକିସ୍ତାନ ଟିମକୁ ଭାରତକୁ ପଠାଇବ କି ନାହିଁ ଏନେଇ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି...