ଓଡିଶା

ନନ୍ଦନକାନନରେ ଅଘଟଣ: ୧ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ ପର୍ଯ୍ୟଟକ

ଭୁବନେଶ୍ୱର: ନନ୍ଦନକାନନରେ ଅଘଟଣ । ଖାଲରେ ଖସିଲା ବସ । ୩୦ ପର୍ୟ୍ୟଟକ ସିଂହ ସଫାରୀରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ । ବସ ଚାରିପଟେ ସିଂହ ବୁଲୁଥିବାର ଦେଖି ଆତଙ୍କିତ ହୋଇ ପଡିଥିଲେ ପର୍ୟ୍ୟଟକ । ପାଖାପାଖି ଦେଢ ଘଣ୍ଟା ପରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରଯାଇଥିଲା । ନନ୍ଦନକାନନ କର୍ତ୍ତୃପକ୍ଷ ଯାଇ ସିଂହଙ୍କ କାବୁ କରିବା ପରେ ଖୁଆଡ ଭିତରେ ଛାଡିଥିଲେ। ପରେ ପର୍ୟ୍ୟଟକଙ୍କୁ ବାହାର କରାଯାଇଥିଲା ।

Related posts

ଖୋର୍ଦ୍ଧା, ଗଞ୍ଜାମ କୈବର୍ତ୍ତ ମହାସଂଘର ବାର୍ଷିକ ସଭା

mahabharatanews

ରବିବାର ରୁ ଅନୁଷ୍ଠିତ ହେବାକୁ ଯାଉଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା

mahabharatanews

 ଆଗାମୀ ୨୪ ଘଣ୍ଟାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

mahabharatanews