ବିଶ୍ୱମୃତ୍ୟୁର ଚର୍ଚ୍ଚା ଚାଲିଥିବା ବେଳେ, ଅଡିଓ ମେସେଜ ଆସିଲା ମୁଁ ଜୀବିତmahabharatanewsSeptember 14, 2021 by mahabharatanewsSeptember 14, 20210210 (କାବୁଲ): କାବୁଲକୁ ତାଲିବାନ ଦଖଲ କରିବା ପରେ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । କିଛି ଦିନ ତଳେ ପ୍ରଚାର ହୋଇଥିଲା ଯେ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ...
ଓଡିଶାତାଳଚେରରେ ସର୍ବାଧିକ ବର୍ଷା ରେକର୍ଡmahabharatanewsSeptember 14, 2021 by mahabharatanewsSeptember 14, 20210175 (ଭୁବନେଶ୍ୱର): ରାଜ୍ୟରେ ଏବେ ମଧ୍ୟ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୩୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର...
ଓଡିଶାନୂଆଁଖାଇ ଜୁହାରmahabharatanewsSeptember 11, 2021 by mahabharatanewsSeptember 11, 20210170 “ନୂଆଁ ଧାନ୍ କେ ନୂଆଁ ମନ୍ ବନେ ବନେ ଥାଉନ୍ ଅପଣ୍ ନୂଆଖାଁଇର ବଡ଼ଖା ତିହାର୍ ସମକୁ ମୋର୍ ନୂଆଖାଇ ଜୁହାର” (ସମ୍ବଲପୁର): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଭାଦ୍ରବ ମାସ...
Uncategorizedଅଭିନୟକୁ ଛାଡ଼ି ରାଜନୀତିରେ ପାଦ ଥାପିବେ କଙ୍ଗନା!mahabharatanewsSeptember 11, 2021 by mahabharatanewsSeptember 11, 20210219 (ମୁମ୍ବାଇ): କଙ୍ଗନା ରଣାୱତ, ବଲିଉଡ଼ ଇଣ୍ଡଷ୍ଟ୍ରିରେ କୁଇନ୍ ନାମରେ ବେସ ପରିଚିତ । ଗତ କିଛି ଦଶନ୍ଧି ଧରି କଙ୍ଗନା ଜନସାଧାରଣଙ୍କୁ ନିଜର ଅଭିନୟ ମାଧ୍ୟମରେ ମନୋରଞ୍ଜନ କରିଆସିଛନ୍ତି । କଙ୍ଗନାଙ୍କ ମୁଭି ‘ତଲାଇଭି’...
ଓଡିଶାଫେକ୍ ଆରଟି-ପିସିଆର୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମmahabharatanewsSeptember 10, 2021September 10, 2021 by mahabharatanewsSeptember 10, 2021September 10, 20210208 (ପୁରୀ): ମହାମାରୀ କରୋନାର ଦ୍ୱିତୀୟ ଲହରର ଗାଇଡଲାଇନର ଅବଧି ଶେଷ ହୋଇନାହିଁ । ମାତ୍ର ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଥିବାରୁ କରୋନା ଗାଇଡଲାଇନ୍ କୋହଳ କରିଛନ୍ତି ସରକାର । ସେ ମଧ୍ୟରେ ପୁରୀ...
Uncategorizedତାଲିବାନର ପ୍ରଭାବ ଏବେ ପାକିସ୍ତାନ ଉପରେmahabharatanewsSeptember 9, 2021 by mahabharatanewsSeptember 9, 20210242 (ନୂଆଦିଲ୍ଲୀ): ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ତା’ର ପ୍ରଭାବ ଏବେ ପାକିସ୍ତାନରେ ଦେଖିବାକୁ ମିଳିଲାଣି । ପାକିସ୍ତାନରେ ସରକାର, ସରକାରୀ ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପାଇଁ ଏକ ଚିଠିରେ...
Uncategorizedସିନେମା ପରଦାରେ ଦାଦାଙ୍କ ବାୟୋପିକmahabharatanewsSeptember 9, 2021September 9, 2021 by mahabharatanewsSeptember 9, 2021September 9, 20210219 (ମହାଭାରତ ଲାଇଭ): ପ୍ରଥମେ ଧୋନୀ ଆଉ ଏବେ ସୌରଭ । ଧୋନୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ “ଏମ୍ଏସ୍ ଧୋନି” । ସେହିପରି ଭାରତୀୟ କ୍ରିକେଟ ଜଗତରେ ଦାଦା ଭାବେ ଜଣାଶୁଣା ସୌରଭ...
ଓଡିଶାଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’…..mahabharatanewsSeptember 9, 2021 by mahabharatanewsSeptember 9, 20210233 (ସମ୍ବଲପୁର): ଆସୁଛି ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବ ନୂଆଁଖାଇ । ଚଳିତ ବର୍ଷ ନୂଆଁଖାଇରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ୱରୀ । ଶ୍ରଦ୍ଧାଳୁଙ୍କ ପାଇଁ ଦିନ ୧୨ଟା ୩୦ ମିନିଟ୍ ରୁ ୫ଟା...
ଓଡିଶାଏମ୍ଆଇ ସିଣ୍ଡ୍ରମ ମୁଣ୍ଡ ବିନ୍ଧାର କାରଣ….mahabharatanewsSeptember 9, 2021 by mahabharatanewsSeptember 9, 20210183 (ଭୁବନେଶ୍ୱର): ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରି ସିଣ୍ଡ୍ରମ ବା ଏମ୍ଆଇ ସିଣ୍ଡ୍ରମ ର ସମ୍ଭାବନା ବଢ଼ିବାରେ ଲାଗିଛି । ଏହି ସିଣ୍ଡ୍ରମ ୧୮ ବର୍ଷରୁ କମ୍ ବର୍ଷ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହା...
ଓଡିଶାଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା, ଲୋକେ ବୋହି ନେଲେ ଆଳୁmahabharatanewsSeptember 7, 2021 by mahabharatanewsSeptember 7, 20210188 (ଚଣ୍ଡିଖୋଲ): ଓଲଟି ପଡ଼ିଲା ଆଳୁ ବୋଝେଇ ଟ୍ରକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଛତିଆ ଠାରେ । ତେବେ ସୂଚନା ଅନୁଯାୟୀ କଟକ...