ଓଡିଶାମହାବୀର ଜୟନ୍ତୀ ଅବସରରେ ଜୟପୁର ସହରରେ ବିଶାଳ ଶୋଭାଯାତ୍ରାmahabharatanewsMarch 31, 2026 by mahabharatanewsMarch 31, 2026026 ଆଜି ପବିତ୍ର ମହାବୀର ଜୟନ୍ତୀ ଅବସରରେ ଜୟପୁର ସହରରେ ବିଶାଳ ଶୋଭାଯାତ୍ରା ବାହାରି ଉତ୍ସାହ ଓ ଭକ୍ତିଭାବର ସହିତ ପାଳନ କରାଯାଇଛି। ଭଗବାନ ମହାବୀରଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଜୈନ ସମ୍ପ୍ରଦାୟ ସହିତ ସ୍ଥାନୀୟ ଲୋକମାନେ...