ପ୍ରେକ୍ଷାଳୟରେ ମନ ମୋହୁଛି ‘ଦ କେରଳ ଷ୍ଟୋରି’
(କେରଳ) : ନିକଟରେ ଫିଲ୍ମ ‘ଦ କେରଳ ଷ୍ଟୋରି’ର ରିଲିଜ ହୋଇଯାଇଛି । ତେବେ ଫିଲ୍ମଟି ଆସିବା ପୂର୍ବରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ଦର୍ଶକଙ୍କ ମନ ମୋହୁଛି ‘ଦ କେରଳ ଷ୍ଟୋରି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ମେ ୫ ତାରିଖରେ ଏହା ରିଲିଜ ହୋଇଥିବା ବେଳେ ପଜିଟିଭ ପ୍ରତିକ୍ରିୟା...
