ଭାରତମନୋରଞ୍ଜନନଗ୍ନ ଫଟୋସୁଟ୍ କଲେ ନକୁଲ ମେହେତାmahabharatanewsAugust 1, 2022 by mahabharatanewsAugust 1, 20220241 ମୁମ୍ବାଇ : ରଣବୀର ସିଂହଙ୍କ ପରେ ଏବେ ଅନ୍ୟ ସେଲିବ୍ରିଟିଙ୍କ ମୁଣ୍ଡରେ ମଧ୍ୟ ନଗ୍ନ ଫଟୋସୁଟ୍ କରିବା ଭୂତ ପସିଲାଣି । ନିକଟରେ ଟିଭିର ଜଣାଶୁଣା ଅଭିନେତା ନକୁଲ ମେହେତା ମଧ୍ୟ ସେମିତି କିଛି...
ଭାରତମନୋରଞ୍ଜନସଲମାନଙ୍କ ପାଇଁ ନିଜ ନାମ ବଦଳାଇ ଦେଇଥିଲେ ଅଭିନେତ୍ରୀ କିଆରା ଆଡଭାନୀmahabharatanewsJuly 31, 2022July 31, 2022 by mahabharatanewsJuly 31, 2022July 31, 20220205 ମୁମ୍ବାଇ: କିଆରା ଆଡଭାନୀ ୩୧ ଜୁଲାଇ ଅର୍ଥାତ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। କିଆରା ଆଡଭାନୀ କେବଳ କିଲର ସ୍ମାଇଲ୍ ପାଇଁ ନୁହେଁ ବରଂ ତାଙ୍କର ସୁନ୍ଦର ଅଭିନୟ ଚୁଲବୁଲି...
ଭାରତରାଜନୀତିଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରାmahabharatanewsJuly 31, 2022 by mahabharatanewsJuly 31, 20220183 ଦୁଇଥର ନୋଟିସ ସତ୍ତେ୍ୱ ହାଜର ହୋଇନଥିଲେ ମୁମ୍ବାଇ: ସଂପ୍ରତି ଇଡିର କାର୍ଯ୍ୟକଳାପ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଛି। ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ...
ଖେଳଭାରତଭାରତର ବିଜୟ ହାସଲ , ୱେଷ୍ଟଇଣ୍ଡିଜକୁ ୬୮ ରନରେ କଲା ପରାସ୍ତmahabharatanewsJuly 30, 2022 by mahabharatanewsJuly 30, 20220195 ବ୍ୟୁରୋ : ଭାରତ କରିଛି ବିଜୟ ହାସଲ। ରୋହିତ ଶର୍ମା ଓ ଦିନେଶ କାର୍ତ୍ତିକଙ୍କ ଦୃଢ଼ ବ୍ୟାଟିଂ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ହୋଇଥିଲା । ଫଳରେ ୱେଷ୍ଟଇଣ୍ଡିଜକୁ ୬୮ ରନରେ ଶୋଚନୀୟ ଭାବେ...
ଭାରତମନୋରଞ୍ଜନଲିଭ୍-ଇନରେ ରହିବା ପରେ ବାହା ହେବାକୁ ମନା କଲେ ଟାଇଗର!mahabharatanewsJuly 29, 2022 by mahabharatanewsJuly 29, 20220151 ମୁମ୍ବାଇ : ସାମ୍ନାକୁ ଆସିଲା ଟାଇଗର ଏବଂ ଦିଶାଙ୍କ ବ୍ରେକ୍ଅପ୍ ପଛର କାରଣ। ବ୍ରେକ୍ଅପ୍ ଖବର ତାଙ୍କ ଫ୍ୟାନ୍ସଙ୍କ ମନକୁ ଭାଙ୍ଗି ଦେଇଛି। ଦୀର୍ଘ ୬ ବର୍ଷ ଧରି ଡେଟ୍ କରିବା ପରେ ହଠାତ୍...
ଭାରତରାଜନୀତିବହୁମତ ସାବ୍ୟସ୍ତ ପାଇଁ ଉଦ୍ଦବ ଓ ଏକନାଥଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନmahabharatanewsJuly 23, 2022 by mahabharatanewsJuly 23, 20220168 ନୂଆଦିଲ୍ଲୀ: ଜାତୀୟ ନିର୍ବାଚନ କମିଶନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଆବଶ୍ୟକୀୟ ଦସ୍ତାବିଜ ଅଗଷ୍ଟ ୮ ତାରିଖ...
ଖେଳବିଶ୍ୱଭାରତବିଶ୍ୱ ଚାମ୍ପିୟନଶିପ୍ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରାmahabharatanewsJuly 22, 2022July 22, 2022 by mahabharatanewsJuly 22, 2022July 22, 20220251 ମୁମ୍ବାଇ : ପ୍ରଥମ ଥର ବିଶ୍ୱ ଚାମ୍ପିୟନଶିପ୍ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା। ସେ ଆମେରିକାରେ ଚାଲିଥିବା ଏହି ଚାମ୍ପିୟନଶିପ୍ର ଗ୍ରୁପ୍ ରାଉଣ୍ଡର ପ୍ରଥମ ପ୍ରୟାସରେ ହିଁ ୮୮.୩୯ ମିଟର ଜାଭେଲିନ୍ ଫିଙ୍ଗି ଫାଇନାଲର...
ଭାରତମନୋରଞ୍ଜନସଲମାନ ଓ ତାଙ୍କ ପ୍ରେମକୁ ନେଇ ମୁହଁ ଖୋଲିଲେ ଏଶ୍ୱର୍ଯ୍ୟାmahabharatanewsJuly 21, 2022 by mahabharatanewsJuly 21, 20220165 ମୁମ୍ବାଇ: ଏଶ୍ୱର୍ଯ୍ୟାଙ୍କ ମୁହଁରେ ସଲମାନଙ୍କ କଥା । କେଉଁ କାରଣରୁ ତାଙ୍କ ପ୍ରେମ ସମ୍ପର୍କ ଭାଙ୍ଗିଥିଲା ସେ ନେଇ ମୁହଁ ଖୋଲିଛନ୍ତି ଏଶ୍ୱର୍ଯ୍ୟା । ବହୁ ବର୍ଷ ପରେ ବିଶ୍ୱ ସୁନ୍ଦରୀ ଏଶ୍ୱର୍ଯ୍ୟା ରାୟ...
ଭାରତନାଗିନ ଫେମ୍ ମେହକ ଚହଲ ଅନଲାଇନ ୪୯ ହଜାର ଟଙ୍କାର ଠକାମିର ଶିକାରmahabharatanewsJuly 16, 2022 by mahabharatanewsJuly 16, 20220199 ମୁମ୍ବାଇ :ଅନଲାଇନ୍ ଠକାମିର ଶିକାର ହେଲେ ନାଗିନ ଫେମ୍ ମେହକ ଚହଲ । ୧୨ ଜୁଲାଇରେ ଜଣେ ଅଜ୍ଞାତ ବ୍ୟକ୍ତି ଅଭିନେତ୍ରୀଙ୍କ ଠାରୁ ୪୯ ହଜାର ଟଙ୍କା ଠକି ନେଇଥିବା ଖବର ମିଳିଛି। ଏହାସହିତ...
ଭାରତବିଦେଶ ଯାତ୍ରା କରିପାରିବେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନ୍mahabharatanewsJuly 14, 2022 by mahabharatanewsJuly 14, 20220172 ମୁମ୍ବାଇ : ଆର୍ଯ୍ୟନ୍ ଖାନ୍ଙ୍କ ପାଇଁ ଖୁସି ଖବର। ଆର୍ଯ୍ୟନ୍ଙ୍କୁ ମିଳିବ ପାସ୍ପୋର୍ଟ।ବିଦେଶ ଯାତ୍ରା କରିପାରିବେ ମନୋରଂଜନଦେଶ ବିଦେଶ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ଖାନ୍।ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସୂଚନାନୁସାରେ...