ଭାରତଅକ୍ଷୟ କୁମାରଙ୍କ ସହିତ ବଡ ପରଦାରେ ନଜର ଆସିବେ ସରଗୁନmahabharatanewsJuly 6, 2022 by mahabharatanewsJuly 6, 20220166 ମୁମ୍ବାଇ : ଅକ୍ଷୟ କୁମାରଙ୍କ ସହିତ ବଡ ପରଦାରେ ନଜର ଆସିବେ ସରଗୁନ। ୨୦୦୯ରେ ଆସିଥିବା ଟିଭିର ଲୋକପ୍ରିୟ ଧାରାବାହିକ କରୋଲ ବାଗ୍ରେ ସରଗୁନ୍ ମେହେତା ଡେବ୍ୟୁ କରିଥିଲେ। ଏହି ଶୋରେ ସରଗୁନ୍ଙ୍କୁ ଲିଡ...
ଭାରତମା କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ କରୁଥିବା ଦେବୀ ବୋଲି ମତ ରଖିଲେ କଂଗ୍ରେସ ସାଂସଦmahabharatanewsJuly 5, 2022 by mahabharatanewsJuly 5, 20220147 ମୁମ୍ବାଇ: ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍ରକୁ ନେଇ ବିବାଦ ଉପୁଜିିବା ପରେ ଏ ନେଇ ନିଜର ମତ ରଖିଛନ୍ତି କଂଗ୍ରେସ ସାଂସଦ ମହୁଆ ମୈତ୍ର। ପୋଷ୍ଟ୍ରରେ ମାଆ କାଳୀ ସିଗାରେଟ୍ ପିଉଥିବାର ଦୃଶ୍ୟକୁ ନେଇ ବିବାଦ...
ଭାରତମୁମ୍ବାଇରେ ଲଗାଣ ବର୍ଷା , ପହଂଚିଲେ ଏନଡିଆରଏଫର ୫ଟି ଟିମmahabharatanewsJuly 5, 2022 by mahabharatanewsJuly 5, 20220211 ମୁମ୍ବାଇ: ଭୀଷଣ ବର୍ଷା ଯୋଗୁଁ ମୁମ୍ବାଇ ବାସିନ୍ଦା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଲଗାଣ ବର୍ଷା କାରଣରୁ ଜଳମଗ୍ନ ହୋଇଛି ମୁମ୍ବାଇ। ଗତକାଲି ଠାରୁ ଆରମ୍ଭ ହୋଇଥିବା ବର୍ଷା କମୁ ନଥିବାରୁ ସ୍ଥାନୀୟ ପ୍ରଶାସନ ଏନଡିଆରଏଫର...
ଭାରତମନୋରଞ୍ଜନଅଦ୍ଭୁତ ରୋଗର ଶିକାର ହୋଇଛନ୍ତି ଶାହନାଜ ଟ୍ରେଜେରିmahabharatanewsJune 30, 2022 by mahabharatanewsJune 30, 20220203 ମୁମ୍ବାଇ : ବଲିଉଡ ଆକ୍ଟ୍ରେସ, ମଡ଼େଲ ତଥା ଟ୍ରାଭେଲ ରାଇଟର ଶାହନାଜ ଟ୍ରେଜେରି କିଏ ବା ନ ଜାଣେ । ତାଙ୍କ ଅଭିନୟ , ଟ୍ରାଭେଲ ରାଇଟର ଦର୍ଶକଙ୍କୁ ବିମୋହିତ କରିଥାଏ । କିନ୍ତୁ...
Uncategorizedବିନା ପୋଷାକରେ ବରଫ ଭିତରେ ଯୋଗକରୁଛନ୍ତି ବିଦ୍ୟୁତ୍ ଜାମଓ୍ଵାଲ, ଲୋକେ ପଚାରୁଛନ୍ତି ‘କେମିତି ସହିଲେ ଏତେ ଥଣ୍ଡା’mahabharatanewsJune 29, 2022 by mahabharatanewsJune 29, 20220229 ମୁମ୍ବାଇ : ବଲିଉଡର ଦମଦାର ଆକ୍ଟର ଭାବେ ଜଣାଶୁଣା ବିଦ୍ୟୁତ ଜାମଓ୍ଵାଲ। ଫିଲ୍ମରେ ଭରପୂର ଧମାକେଦାର ଆକ୍ସନ ସିନ୍ କରନ୍ତି ବିଦ୍ୟୁତ। ବିଦ୍ୟୁତ ଏବେ ନିଜର ଅପକମିଂ ଫିଲ୍ମ ‘ଖୁଦା ହାପିଜ୍; ଚାପ୍ଟର ୨’ର ପ୍ରମୋସନ...
ଭାରତମନୋରଞ୍ଜନନିଜ ରିଲେସନକୁ ଓପନ କରି ଗାର୍ଲଫ୍ରେଣ୍ଡ ସହ ଫୋଟୋ ଛାଡିଲେ ହ୍ରିତିକ ରୋଶନmahabharatanewsJune 20, 2022 by mahabharatanewsJune 20, 20220212 ମୁମ୍ବାଇ : ନିଜ ରିଲେସନକୁ ଓପନ କରି ଗାର୍ଲଫ୍ରେଣ୍ଡ ସହ ଫୋଟୋ ଛାଡିଲେ ହ୍ରିତିକ ରୋଶନ। ନୂଆ ଗାର୍ଲ ଫ୍ରେଣ୍ଡକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ତେବେ ବର୍ତମାନ ସେ ତାଙ୍କ ନୂଆ ସମ୍ପର୍କକୁ...
ଭାରତମନୋରଞ୍ଜନକ୍ୟାଟ୍ରିନାଙ୍କୁ ଛାଡି ଅନ୍ୟ ଝିଅ ସହ ରୋମାନ୍ସ କରୁଛନ୍ତି ବିକ୍କି କୌଶଲ ! ବୋଲ୍ଡ ଫଟୋ ଭାଇରଲmahabharatanewsJune 14, 2022 by mahabharatanewsJune 14, 20220153 ମୁମ୍ବାଇ: ବିକ୍କି କୌଶଲ ଏବଂ କ୍ୟାଟ୍ରିନା ବିବାହ କରିବା ପରେ ନିଜ ନିଜ କାମକୁ ନେଇ ବ୍ୟସ୍ତ ରହିଛନ୍ତି। କାମରୁ ଟିକେ ଫୁରସତ ମିଳିଲେ ଦୁହେଁ ବାହାରକୁ ବୁଲିବାକୁ ଯାଆନ୍ତି। କିନ୍ତୁ ଏହା ମଧ୍ୟରେ...
ଅପରାଧଭାରତରିତେଶ କଲେ ରାଖୀ ସାୱନ୍ତଙ୍କ ମୋସିଆଲ ମିଡିଆ ହ୍ୟାକmahabharatanewsJune 13, 2022June 13, 2022 by mahabharatanewsJune 13, 2022June 13, 20220142 ବ୍ୟୁରୋ: ଭଗବାନ ଏମିତି ସ୍ୱାମୀ କାହାକୁ ନ ଦିଅନ୍ତୁ, ତିନି ବର୍ଷ କେମିତି କଟିଛି ସେଇଟା କେବଳ ମୋ ମନ ଜାଣିଛି । ଲକ୍ ଡାଉନରେ ସମସ୍ତେ ସମସ୍ତଙ୍କ ପରିବାର ପାଖରେ ଥିଲେ ମୁଁ...
ଭାରତମନୋରଞ୍ଜନଦିଲ୍ଳୀପ କୁମାର କହିବାରୁ ଗୋବିନ୍ଦା ଫେରାଇ ଦେଇଥିଲେ ୨୫ ଫିଲ୍ମର ସାଇନିଂ ଟଙ୍କାmahabharatanewsJune 10, 2022 by mahabharatanewsJune 10, 20220210 ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ କିଏ ବା ନଜାଣେ । ତାଙ୍କ ଅଭିନୟ ଓ ଡ୍ୟାନ୍ସ ସମସ୍ତେ ପସନ୍ଦ କରିଥାନ୍ତି । ସେ ଜଣେ ଦମଦାର ହିରୋ ଭାବେ ପରିଚିତ । ଆଜି ବି...
ମନୋରଞ୍ଜନନାଲି ଶାଢ଼ୀ ପିନ୍ଧି ବଧୂ ବେଶରେ ନୟନତାରାmahabharatanewsJune 10, 2022June 10, 2022 by mahabharatanewsJune 10, 2022June 10, 20220172 (ମୁମ୍ବାଇ) : ସରିଲା ବହୁପ୍ରତିକ୍ଷିତ ବିବାହ। ନାଲି ଶାଢ଼ୀ ଓ ଚୁଡି ପିନ୍ଧି ବିଘ୍ନେଶଙ୍କ ସହ ସାତ ଫେରା ନେଲେ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବନ। ନିଜ ପରିବାର ଓ ବନ୍ଧୁପରିଜନଙ୍କ...