ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇ ଏନ୍ଏସିରେ ବାଜି ମାରିଲା ବିଜେଡି
ଭୁବନେଶ୍ୱର: ବାଲୁଗାଁରେ ବିଜେଡିର ବାଜିମାତ୍। ଏନ୍ଏସିରେ ବିଜେଡି ପ୍ରାର୍ଥୀ ଶୁକାନ୍ତି ପାଇକରାୟ ବାଜିମାତ୍ କରିଛନ୍ତି । ବାଲୁଗାଁ ଏନ୍ଏସି ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ଵପ୍ନା ବଡଜେନାଙ୍କ ଠାରୁ ୩୨୩ ଭୋଟ ବ୍ୟବଧାନରେ ବିଜୟ ଲାଭ...