ଓଡିଶାଅନୁଗୁଳର ନାଲକୋ ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳନmahabharatanewsNovember 14, 2025 by mahabharatanewsNovember 14, 202503 ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କର ସଠିକ ଲାଲନପାଳନ, ଶିକ୍ଷା ଓ ସୁଖମୟ ଶୈଶବ ହେଉଛି ଏକ ସୁନ୍ଦର ସମାଜ ଗଠନର ଆଧାର। ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଭାରତରେ ଶିଶୁ ଦିବସ ପାଳନ...