bharatଦେଶ ବିଦେଶଭାରତରାଜନୀତିଭାଜପା କାର୍ଯ୍ୟକାରୀ ଅଧକ୍ଷ ନୀତିନ ନବୀନ ହେବେ ନୂଆ ରାଷ୍ଟ୍ରିୟ ଅଧକ୍ଷ ।mahabharatanewsJanuary 19, 2026 by mahabharatanewsJanuary 19, 202609 ଆଜି ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତୀନ ନବୀନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ନୀତୀନ ନବୀନଙ୍କ...
ଓଡିଶାରାଜନୀତିମୋଦୀ ଓ ଶାହାଙ୍କ କୁଶ ପୁତ୍ତଳିକା ଜାଳିଲେ କଂଗ୍ରେସ କର୍ମୀmahabharatanewsDecember 20, 2025 by mahabharatanewsDecember 20, 2025015 ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ସାମ ପିଟ୍ରୋଡାଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ୭୫୧ କୋଟି ଟଙ୍କାର ସମ୍ପତ୍ତି ହେରଫେର ମାମଲାର ଏକ ଚାର୍ଜସିଟର ଶୁଣାଣି କରି...
ଦେଶ ବିଦେଶଦିଲ୍ଲୀ ବିସ୍ଫୋରଣ ପରେ ଭାରତ ଗସ୍ତ ବାତିଲ କଲେ ନେତାନ୍ୟାହୁmahabharatanewsNovember 25, 2025 by mahabharatanewsNovember 25, 2025023 ନୂଆଦିଲ୍ଲୀରେ ଘଟିଥିବା ବୋମା ବିସ୍ଫୋରଣ ପରେ ସୁରକ୍ଷା ଚିନ୍ତା ଯୋଗୁଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କର ଯୋଜନାବଦ୍ଧ ଭାରତ ଗସ୍ତ ବାତିଲ କରିଛନ୍ତି। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ...
ଦେଶ ବିଦେଶଭାରତରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା, ଧ୍ବଜାରୋହଣ କରିବେ ପ୍ରଧାନମନ୍ତ୍ରୀ ମୋଦିmahabharatanewsNovember 19, 2025 by mahabharatanewsNovember 19, 2025036 ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ଐତିହାସିକ କାର୍ଯ୍ୟକ୍ରମ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଅଯୋଧ୍ୟା ଗସ୍ତ...
ଅପରାଧଭାରତଭୂଟାନରୁ ଫେରି ମେଡିକାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀmahabharatanewsNovember 12, 2025 by mahabharatanewsNovember 12, 2025044 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ଧରି ଭୁଟାନ ଗସ୍ତରେ ଥିଲେ। ଭୁଟାନରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଦିଲ୍ଲୀ କାର ବୋମା...
ଭାରତଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କଲେ ଏଲନ ମସ୍କmahabharatanewsApril 10, 2023 by mahabharatanewsApril 10, 20230106 ନୂଆଦୀଲ୍ଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିଛନ୍ତି ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରର ମାଲିକ ଏଲନ ମସ୍କ । ମସ୍କଙ୍କ ତରଫରୁ ଟ୍ୱିଟର ଆକାଉଣ୍ଟର ଆର୍ଲଟ ଦେଉଥିବା ଆକାଉଣ୍ଟ ମାଧ୍ୟମରେ ଏନେଇ ଏକ ଟ୍ୱିଟ୍...
ଭାରତରାଜନୀତିକେଦାରନାଥରେ ୩୪ କୋଟିର ପ୍ରକଳ୍ପ ଉଦ୍ଘାଟନ କଲେ ମୋଦିmahabharatanewsOctober 21, 2022 by mahabharatanewsOctober 21, 20220177 ନୂଆଦିଲ୍ଲୀ: ଦୁଇଦିନିଆ ଗସ୍ତରେ ଉତ୍ତରାଖଣ୍ଡରେ ଗସ୍ତରେ ମୋଦି । କେଦାରନାଥରେ ପହଞ୍ଚି ପାରମ୍ପରିକ ଢଙ୍ଗରେ ମହାଦେବଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ହିମାଚଳ ପ୍ରଦେଶରେ ହସ୍ତତନ୍ତ୍ର ଦ୍ୱାରା ବୁଣା ଯାଉଥିବା ପୋଷାକ...
ଭାରତରାଜନୀତିପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ନୀତି ଆୟୋଗ ବୈଠକmahabharatanewsAugust 7, 2022 by mahabharatanewsAugust 7, 20220148 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ବୈଠକ ବସିବାକୁ ଯାଉଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି, ଶିକ୍ଷା ଏବଂ ଅର୍ଥନୀତି ସହ ଜଡିତ ଉପରେ ଆଲୋଚନା କରିବେ...
ଭାରତରାଜନୀତିସୋସିଆଲ ମିଡିଆ ପ୍ରୋଫାଇଲରେ ରଖନ୍ତୁ ତ୍ରିରଙ୍ଗାର ଚିତ୍ର: ପ୍ରଧାନମନ୍ତ୍ରୀmahabharatanewsJuly 31, 2022 by mahabharatanewsJuly 31, 20220223 ମନ କୀ ବାତ ଜରିଆରେ ଦେଶବାସୀଙ୍କୁ ଅପିଲ ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମନ କୀ ବାତ ସମୟରେ ଦେଶର ଲୋକଙ୍କୁ ଅଗଷ୍ଟ ୨ ରୁ ୧୫ ମଧ୍ୟରେ ସୋସିଆଲ...