ଦୁର୍ଘଟଣାଭାରତ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଗୁର୍ଘଟଣାଗ୍ରସ୍ତmahabharatanewsJanuary 15, 2023 by mahabharatanewsJanuary 15, 20230113 ନୂଆଦିଲ୍ଲୀ: ଆଜି ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଏଟିଆର-୭୨ ନେପାଳର ପୋଖରାଠାରେ ଗୁର୍ଘଟଣା ହୋଇଛି । ସୂଚନା ମୁତାବକ ବଡ ଦୁଃଖର ବିଷୟ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ...
Uncategorizedବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀmahabharatanewsDecember 26, 2022 by mahabharatanewsDecember 26, 20220142 ନୂଆଦିଲ୍ଲୀ: ଭାରତର ରାଜଧାନୀରେ ‘ବୀର ବଲ ଦିବସ’ କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବା ବେଳେ ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।...
ଭାରତରାଜନୀତିପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ଗସ୍ତରେmahabharatanewsNovember 14, 2022 by mahabharatanewsNovember 14, 20220161 ନୂଆଦିଲ୍ଲୀ: ତିନିଦିନିଆ ୧୭ତମ ଜି-୨୦ ସମ୍ମିଳନୀ ଆଜିଠୁ ଇଣ୍ଡୋନେସିଆର ବାଲି ଦ୍ବୀପରେ ଅନୁଷ୍ଠିତ ହେବ । ଏନେଇ ଇଣ୍ଡୋନେସିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାବର୍ଷ ଜି-୨୦ ସମ୍ମିଳନୀ ଭାରତରେ ଆୟୋଜିତ...
ଭାରତଵାଣିଜ୍ୟନୂଆ ମାଲିକ ଏଲନ ମସ୍କ ଭାରତରେ ବ୍ଲ୍ୟୁ ସର୍ଭିସ ଲଞ୍ଚ କରିଛନ୍ତିmahabharatanewsNovember 11, 2022 by mahabharatanewsNovember 11, 20220294 ନୂଆଦିଲ୍ଲୀ: ଭାରତରେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଆରମ୍ଭ କରିଛନ୍ତି କମ୍ପାନୀର ଦେୟ ଯୁକ୍ତ ଭେରିଫିକେସନ ବ୍ୟବସ୍ଥା। ଗୁରୁବାର ଠାରୁ କମ୍ପାନୀର ବ୍ଲ୍ୟୁ ସର୍ଭିସ ଭାରତରେ ଲଞ୍ଚ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି...
bharatଅପରାଧଭାରତଜ୍ୟାକଲିନଙ୍କୁ କାହିଁକି ଗିରଫ କଲନି : ଇଡିକୁ ଅଦାଲତର ପ୍ରଶ୍ନmahabharatanewsNovember 10, 2022November 10, 2022 by mahabharatanewsNovember 10, 2022November 10, 20220138 ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମାମଲାରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ପ୍ରକ୍ରିୟା ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୨୦୦ କୋଟି ଟଙ୍କାର ମନି...
bharatବିଶେଷଭାରତ୧୧ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେmahabharatanewsNovember 10, 2022 by mahabharatanewsNovember 10, 20220157 ନୂଆଦିଲ୍ଲୀ: ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ । ଏବଂ ୧୨ ତାରିଖରେ ଆନ୍ଧପ୍ରଦେଶ ଓ ତେଲେଙ୍ଗାନା ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ...
Uncategorized୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ : ମେଟାmahabharatanewsNovember 9, 2022November 9, 2022 by mahabharatanewsNovember 9, 2022November 9, 20220162 ନୂଆଦିଲ୍ଲୀ : ଟେକ୍ନୋଲୋଜୀ କମ୍ପାନିମାନଙ୍କ ଉପରେ ବିଶ୍ବରେ ମାନ୍ଦାବସ୍ଥାର ପ୍ରଭାବ ପଡ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ବ ପ୍ରମୁଖ ଟେକ୍ନୋଲୋଜୀ କମ୍ପାନିମାନେ ଛଟେଇ କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆ...
ଭାରତରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ମଜୁରୀ ସହ ବୋନସ ଘୋଷଣାmahabharatanewsOctober 12, 2022October 12, 2022 by mahabharatanewsOctober 12, 2022October 12, 20220156 ନୂଆଦିଲ୍ଲୀ: ଏଥର ଦୀପାବଳି ପାଇଁ ରେଳ କର୍ମଚାରୀଙ୍କୁ ମିଳିବ ବୋନସ । ୭୮ଦିନର ମଜୁରୀ ସହ ମିଳିବ ବୋନସ । ଏନେଇ ଘୋଷଣା ଜାରିକରିଛନ୍ତି କ୍ୟାବିନେଟ । ବୁଧବାର ଦିନ ସରକାର ୨୦୨୧-୨୦୨୨ ଆର୍ଥିକ...
ଭାରତରାଜନୀତି୫୦ତମ ପ୍ରଧାନ ବିଚାରପତି ହେବେ ଡି.ୱାଇ ଚନ୍ଦ୍ରଚୂଡmahabharatanewsOctober 11, 2022 by mahabharatanewsOctober 11, 20220155 ନୂଆଦିଲ୍ଲୀ : ଆଗକୁ ଦେଶର ପ୍ରଧାନ ବିଚାରପତି ହେବେ ଡି.ୱାଇ ଚନ୍ଦ୍ରଚୂଡ । ପ୍ରଧାନ ବିଚାରପତି ୟୁ ୟୁ ଲଳିତ ସର୍ବୋଚ୍ଚ ବିଚାରପତିର ୭୪ ଦିନିଆ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ନଭେମ୍ବର୮ରେ ଅବସର...
ପ୍ରଯୁକ୍ତିଭାରତଜିଓ କୃଷି ଜରିଆରେ ଚାଷୀଙ୍କୁ ମିଳିବ ମହତପୂର୍ଣ୍ଣ ତଥ୍ୟmahabharatanewsOctober 11, 2022 by mahabharatanewsOctober 11, 20220162 ନୂଆଦିଲ୍ଲୀ: ଏବେ ୫ଜି ସାହାଯ୍ୟରେ ଗ୍ରାମୀଣ ଉନ୍ନତି କରିବ ରିଲାଏନ୍ସ ଜିଓ । ଏହାଦ୍ୱାରା ବଦଳିଯିବ ଗ୍ରାମୀଣ ଭାରତର ରୂପରେଖ । ବ୍ୟାପକ ପରିବର୍ତ୍ତନ ଆଣିବ ୫ଜି ସମାଧାନ । ଏହି ସମାଧାନ ଗୁଡ଼ିକରେ ଚାଷବାସଠାରୁ...