ଓଡିଶାଭାରତଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତmahabharatanewsJune 10, 2022 by mahabharatanewsJune 10, 20220194 (ଦିଲ୍ଲୀ) : ଦେଶରେ ଗୋଟିଏ ପଟେ କରୋନା ମହାମାରୀ ଥମିବାର ନାଁ ଧରିନଥିବା ବେଳେ ଭିତରେ ଆତଙ୍କ ଖେଳାଇଛି ଆଉ ଏକ ଭାଇରସ ‘ମଙ୍କିପକ୍ସ’। ଯାହାକୁ ନେଇ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି। ପ୍ରାୟ ୧୦୦୦ରୁ...
ଓଡିଶାରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ କରୋନା ପଜିଟିଭ ଚିହ୍ନଟmahabharatanewsJune 5, 2022 by mahabharatanewsJune 5, 20220219 (ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ...
ଭାରତଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୨୭ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsMay 12, 2022 by mahabharatanewsMay 12, 20220190 ନୂଆଦିଲ୍ଲୀ: ଦେଶରେ ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୨୭ କରୋନା ଆକ୍ରାନ୍ତ ଚିହ୍ନଟ ଓ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ...
ଭାରତ୧୨ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ କୋଭୋଭାକ୍ସ ଟିକାmahabharatanewsMay 5, 2022 by mahabharatanewsMay 5, 20220229 ନୂଆଦିଲ୍ଲୀ: ରାଜ୍ୟ ହେଉ କିମ୍ବା ଦେଶ ଏବେ କରୋନା ସଂକ୍ରମଣ ଆୟତରେ ଅଛି । କିନ୍ତୁ ଏପର୍ଯ୍ୟନ୍ତ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନି । ତେଣୁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଏହାରି...
ଭାରତନୀତିନଙ୍କୁ ଭେଟିଲେ ଧର୍ମେନ୍ଦ୍ରmahabharatanewsApril 27, 2022 by mahabharatanewsApril 27, 20220242 ବ୍ୟୁରୋ : ମଙ୍ଗଳବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଡକ ପରିବାହନ ମନ୍ତ୍ରୀ ନୀତିନ ଗଡକରିଙ୍କୁ ଭେଟି ଓଡିଶାର ୪ଟି ପ୍ରମୁଖ ରେଳ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି । ଏବଂ...
ଭାରତଓମିକ୍ରନ୍ ସୃଷ୍ଟି କରିବ ଏକ୍ସ-ଇ ପରି ଅନେକ ନୂଆ ଭାରିଏଣ୍ଟmahabharatanewsApril 11, 2022 by mahabharatanewsApril 11, 20220150 (ଦିଲ୍ଲୀ) : କରୋନାର ନୂଆ ଭାରିଏଣ୍ଟ ଦେଶକୁ ପୁଣି ଘାଇଲା କାରବ ବୋଲି ଆକଳନ କରାଯାଉଛି । ଓମିକ୍ରନର ସବ୍ ଭାରିଏଣ୍ଟ ଏକ୍ସଇକୁ ନେଇ ଚର୍ଚା ବଢ଼ିବାରେ ଲାଗିଛି । ତେବେ ଏହାରି ଭିତରେ...
ଓଡିଶାପୋଲିସ ବାବୁଙ୍କ ଦାଦାଗିରି: ଚିକିତ୍ସା ଅବସ୍ଥାରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ିmahabharatanewsApril 7, 2022 by mahabharatanewsApril 7, 20220310 ନୀଳଗିରି: ଚିକିତ୍ସା ସମୟରେ ସାମ୍ବାଦିକଙ୍କ ଗୋଡ଼ରେ ପଡ଼ିଲା ବେଡି । ବାଲେଶ୍ୱରରେ ଦେଖିବାକୁ ମିଳିଛି ଏହିଭଳି ଅଭାବନୀୟ ଘଟଣା । ସବୁ ସୀମା ଟପିଯାଇଛି ନୀଳଗିରି ପୋଲିସ । ଡାକ୍ତରଖାନାରେ ପୋଲିସ ବାବୁଙ୍କ ଖୁଲମଖୁଲ୍ଲା...
ଓଡିଶାଆରପାରିରେ ବିଶିଷ୍ଟ କବି ତଥା ଗୀତିକାର ମାୟା ଗୋବିନ୍ଦmahabharatanewsApril 7, 2022 by mahabharatanewsApril 7, 20220239 (ମୁମ୍ବାଇ) : ପରଲୋକରେ ବିଶିଷ୍ଟ କବି ତଥା ଗୀତିକାର ମାୟା ଗୋବିନ୍ଦ। ଗୁରୁବାର ସକାଳେ ସେ ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାୟା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତାଙ୍କ...
ଓଡିଶାହୋଲି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛାmahabharatanewsMarch 19, 2022 by mahabharatanewsMarch 19, 20220258 ଭୁବନେଶ୍ୱର: ଆଜି ହେଉଛି ରଙ୍ଗ ପର୍ବର ହୋଲି। ସାରା ଦେଶ ଉତ୍ସବମୁଖର। ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନିଜ ଟୁଇଟର ଜରିଆାରେ ହୋଲିର ଶୁଭେଚ୍ଛା...
ବିଶ୍ୱଜାଣନ୍ତୁ ଜେନେଭା ଚୁକ୍ତି କ’ଣ?mahabharatanewsMarch 4, 2022 by mahabharatanewsMarch 4, 20220170 ଜେନେଭା: ଋଷ ତାର ଭୟାବହତା ଧିରେ ଧିରେ ବଢାଇବାରେ ଲାଗିଛି । ଋଷର ଏପରି ଆକ୍ରମଣ ହେତୁ ୟୁକ୍ରେନର ଲୋକ ଘରୁ ବାହାରିବାକୁ ମଧ୍ୟ ଭୟ କଲେଣି । କେତେ ଲୋକଙ୍କର ଜୀବନ ନେଲାଣି...