ଆସନ୍ତାକାଲି ରାଜ୍ୟ କ୍ୟାବିନେଟ; ନଅଟି ପ୍ରସ୍ତାବ ବାଜିବ ମୋହର
ଭୁବନେଶ୍ୱର/ହରପ୍ରସାଦ ବିଷୋୟୀ: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ୫.୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ନଅଟି ପ୍ରସ୍ତାବରେ କ୍ୟାବିନେଟର ମୋହର ବାଜିବା ନେଇ...