ଓଡିଶାପାଇଖାନା ନିର୍ମାଣରେ ଅନିୟମିତତା ନେଇ ଭିଜିଲାନ୍ସ ଚଢାଉmahabharatanewsOctober 15, 2022 by mahabharatanewsOctober 15, 20220153 ସାଲେପୁର /ଜ୍ୟୋସ୍ନାରାଣୀ ସିଂ:କଟକ ଜିଲ୍ଲା ସାଲେପୁର ବ୍ଲକ ଛାଣିପୁର ଗ୍ରାମ ପଂଚାୟତରେ ପାଇଖାନା ନିର୍ମାଣ ରେ ଅନିୟମିତତା ଓ ହିତାଧିକାରୀ ଙ୍କ ଅଜାଣତରେ ପାଇଖାନା ଟଙ୍କା ହଡପ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା...