Accidentଓଡିଶାଯୋଗାଯୋଗପଲ୍ୟୁସନ୍ ସାର୍ଟିଫିକଟେ୍ ପାଇଁ ଲୋକଙ୍କ ପ୍ରବଳ ଭିଡmahabharatanewsDecember 23, 2025December 23, 2025 by mahabharatanewsDecember 23, 2025December 23, 2025022 ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ପଲ୍ୟୁସନ୍ ସେଣ୍ଟର ଗୁଡିକରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ନିକଟରେ ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ତେଲ ନମିଳିବା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ପଲ୍ୟୁସନ୍ ଟେଷ୍ଟିଂ...
ଓଡିଶାସ୍ୱାସ୍ଥ୍ୟଭିନ୍ନକ୍ଷମ ପିଲାଙ୍କ ସର୍ଭେ ପାଇଁ ନିର୍ଦ୍ଧେଶmahabharatanewsDecember 11, 2025 by mahabharatanewsDecember 11, 2025020 ଭିନ୍ନକ୍ଷମ ପିଲାଙ୍କୁ ଅଧିକାରୀ ଖୋଜିବେ । ୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ । ସର୍ଭେକୁ ୩୧ ଡିସେମ୍ବର ସୁଦ୍ଧା ସମାପ୍ତ କରିବାକୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ...
ଓଡିଶାରାଜନୀତିବଢିଲା ବାଚସ୍ପତିଙ୍କ ଏବଂ ଉପବାଚସ୍ପତିଙ୍କ ଦରମାmahabharatanewsDecember 9, 2025 by mahabharatanewsDecember 9, 2025031 ବଢିଲା ବାଚସ୍ପତିଙ୍କ ଦରମା । ଏବଂ ଉପବାଚସ୍ପତିଙ୍କ ଦରମା ବୃଦ୍ଧି । ପୂର୍ବରୁ ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ଥିବା ବେଳେ, ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇ ୯୮ ହଜାର ଟଙ୍କା କରାଯାଇଛି...
ଓଡିଶାରାଜନୀତିପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧିmahabharatanewsDecember 9, 2025 by mahabharatanewsDecember 9, 2025021 ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି । ଯେଉଁମାନେ ଥରୁଟିଏ ବିଧାୟକ ହୋଇଥିବେ, ସେମାନଙ୍କୁ ପେନସନ ବାବଦକୁ ପୂର୍ବରୁ ମାସକୁ ୩୦ ହଜାର ମିଳୁ ଥିବା ବେଳେ, ବର୍ତ୍ତମାନ ଏହା ୮୦ ହଜାରକୁ ବୃଦ୍ଧି କରାଯାଇଛି...
ଓଡିଶାରାଜନୀତିmahabharatanewsDecember 9, 2025 by mahabharatanewsDecember 9, 2025036 ବଢିଲା ବିଧାୟକଙ୍କ ଦରମା । ତେବେ ଆପଣ ଜାଣନ୍ତି କି, ବିଧାୟକଙ୍କ ଦରମା କେତେ ଥିଲା, ଆଉ ବର୍ତ୍ତମାନ କେତେ ମିଳିବ ? ବିଧାୟକଙ୍କୁ ଏଣିକି ୩୫ ହଜାର ବଦଳରେ ମିଳିବ ୯୦ ହଜାର...
ଅପରାଧଓଡିଶାଓଡ଼ିଶାରେ ଚାଲିଛି ନକଲି ବନ୍ଧୁକ କାରବାରmahabharatanewsDecember 8, 2025 by mahabharatanewsDecember 8, 2025039 ଗୃହରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର, ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ଚାଲିଛି ନକଲି ବନ୍ଧୁକ କାରବାର । ଗତ ୨ ବର୍ଷରେ ସାମ୍ନାକୁ ଆସିଲାଣି ୧୨୫୨ ମାମଲା...
Uncategorizedଏନ୍.ଇ.ପିରେ ଫୁଟବଲ୍ ଖେଳକୁ ଗୁରୁତ୍ୱ !mahabharatanewsNovember 29, 2025 by mahabharatanewsNovember 29, 2025026 ବ୍ୟୁରୋ :- ସ୍କୁଲରେ ମିଳିବ ପିଲାଙ୍କୁ ଫୁଟବଲ୍ ଖେଳର ତାଲିମ୍ । ଯାହା ସେମାନଙ୍କୁ ଶାରୀରିକ, ମାନସିକ ଏବଂ ସାମାଜିକ କ୍ଷେତ୍ରରେ ବେଶ୍ ଲାଭ ଦାୟକ ହେବ । ନ୍ୟାସନାଲ ଏଜୁକେଶନ ପଲିସି ମାଧ୍ୟମରେ,...
ଓଡିଶାଦୁର୍ଘଟଣାଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ସାଂସଦmahabharatanewsNovember 29, 2025 by mahabharatanewsNovember 29, 2025024 ସାଂସଦଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସାଂସଦ ବିଭୁ ପ୍ରସାଦ ତରାଇ। ସୂଚନା ଅନୁଶାରେ, ୫୫...
ଓଡିଶା୭.୬୩ ଲକ୍ଷ ଟଙ୍କାର ଜୋରିମାନା ଆଦାୟmahabharatanewsNovember 28, 2025 by mahabharatanewsNovember 28, 2025026 ଗୋଟିଏ ଦିନରେ ୭.୬୩ ଲକ୍ଷ ଟଙ୍କାର ଜୋରିମାନା ଆଦାୟ । ତାହା ପୁଣି ମାତ୍ର ୭ଟି ଜିଲ୍ଲାରୁ । ନଭେମ୍ବର ୨୭ ତାରିଖରେ, କେନ୍ଦ୍ରୀୟ ରେଞ୍ଜ ପୋଲିସ, ୭ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହନ...
ଅପରାଧଓଡିଶାବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜmahabharatanewsNovember 24, 2025 by mahabharatanewsNovember 24, 2025028 ସମ୍ବଲପୁର:- ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ । ଛାତ୍ରୀଙ୍କ ନିଖୋଜକୁ ନେଇ, ଗୋବିନ୍ଦପୁର ଥାନାରେ ମାମଲା ରୁଜୁ । ସୂଚନା ଅନୁଶାରେ ଗତକାଲି ଠାରୁ, ସମ୍ବଲପୁର ବାମରା ବ୍ଲକ ଗୋବିନ୍ଦପୁରସ୍ଥିତ ସରକାରୀ ବାଳିକା...