ଓଡିଶାପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ୭୪ତମ ଏନସିସି ଦିବସ ପାଳିତmahabharatanewsNovember 28, 2022 by mahabharatanewsNovember 28, 20220149 କେନ୍ଦୁଝର: ଦେଶ ବ୍ୟାପି ୭୪ତମ ଜାତୀୟ ସମର ଶିକ୍ଷାର୍ଥି ଦିବସ ପାଳିତ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ମଧ୍ୟ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗଦାନ କରି ମହାବିଦ୍ୟାଳୟ ପ୍ରତିଷ୍ଠାଦାତା...
ଭାରତମୋ କିଡନୀ ଚୋରି କରିଥିବା ଡାକ୍ତରଙ୍କ କିଡନୀ ମୋତେ ଦିଅmahabharatanewsNovember 16, 2022November 16, 2022 by mahabharatanewsNovember 16, 2022November 16, 20220160 ପାଟନା : ମୋର କିଡନି ଚୋରି କରିଥିବା ଡାକ୍ତରଙ୍କ କିଡ୍ନି ମୋ ଦେହରେ ଲଗାଯାଉ । ଏଭଳି କହିଛନ୍ତି ଜଣେ ବିହାରର ମହିଳା । ଖବର ଅନୂଯାୟୀ ଚଳିତ ସେପ୍ଟମ୍ବର ମାସରେ ଏକ ସ୍ଥାନୀୟ...
ଭାରତରାଜନୀତିଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଲେ ବିହାର ବାଚସ୍ପତିmahabharatanewsAugust 24, 2022August 24, 2022 by mahabharatanewsAugust 24, 2022August 24, 20220152 ପାଟନା: ଫ୍ଲୋର ଟେଷ୍ଟ ପୂର୍ବରୁ ବିହାର ବିଧାନସଭାର ବାଚସ୍ପତି ବିଜୟ ସିହ୍ନା ଇସ୍ତଫା ଦେଇଛନ୍ତି। ତେବେ ସେ ଇସ୍ତଫା ଦେବା ପୂର୍ବରୁ ତାଙ୍କୁ ଏକ ସୋ କଜ ନୋଟିସ ମଗା ଯାଇଥିଲା। ବିହାରରେ ମହାଗଠବନ୍ଧନ...
ଭାରତରାଜନୀତିmahabharatanewsAugust 16, 2022 by mahabharatanewsAugust 16, 20220153 ପାଟନା: ବିହାର ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଥର ଲାଗି ନୀତଶ କୁମାର ଶପଥ ନେବା ପରେ ଆଜି ତାଙ୍କ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ କରିଛନ୍ତି। ଏଥିରେ ୩୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।...
ଭାରତରାଜନୀତିପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ନାହିଁ: ନୀତିଶmahabharatanewsAugust 12, 2022August 12, 2022 by mahabharatanewsAugust 12, 2022August 12, 20220552 ବିଜେପି ଠାରୁ ମେଣ୍ଟଭାଙ୍ଗିବା ପରେ ଚାଲିଥିଲା ଚର୍ଚ୍ଚା ପାଟନା: ୨୦୨୪ ଲୋକସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିଲା। ବିଜେପିର ହାତ ଛାଡିବା ପରେ ଏହି...
ଭାରତରାଜନୀତିଅଷ୍ଟମ ଥର ପାଇଁ ଶପଥ ନେବେ ନୀତିଶmahabharatanewsAugust 10, 2022 by mahabharatanewsAugust 10, 20220130 ତେଜସ୍ୱୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ସମ୍ଭାବନା ପାଟନା: ବିହାରର ମୁଖମନ୍ତ୍ରୀ ଭାବେ ନୀତିଶ କୁମାର ଅଷ୍ଟମ ଥର ଲାଗି ଶପଥ ନେବାକୁ ଯାଉଛନ୍ତି। ଅପରାହ୍ନ ୨ଟା ସମୟରେ ରାଜ୍ୟପାଳ ଫଗୁ ଚୌହାନଙ୍କ ପଦ ଓ ଗୋପନୀୟତାର...