ଭାରତକେରଳରେ ପ୍ରବଳ ବର୍ଷା,୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରିmahabharatanewsMay 23, 2024 by mahabharatanewsMay 23, 2024070 (କେରଳ) : ଲଗାଣ ବର୍ଷାରେ ବେହାଲ କେରଳ । ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ଭାରତ ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । କେବଳ...
ଓଡିଶା“ମୁଖ୍ୟମନ୍ତ୍ରୀ ଶାନ୍ତିରେ ବିଶ୍ୱାସ କରନ୍ତି” : କାର୍ତ୍ତିକ ପାଣ୍ଡିଆନmahabharatanewsMay 23, 2024May 23, 2024 by mahabharatanewsMay 23, 2024May 23, 20240102 (ନିମାପଡ଼ା) : ନିମାପଡ଼ାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ଏ ସରକାର ହେଉଛି ଆପଣମାନଙ୍କ ସରକାର, ଚାଷୀଭାଇମାନଙ୍କ ସରକାର, ଯୁବପିଢ଼ିର ସରକାର । ଓଡ଼ିଶାବାସୀଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ । ବାହାରୁ ବଡ଼ ବଡ଼...
ଓଡିଶା“ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ଯୁଗ” : ଭି କେ ପାଣ୍ଡିଆନmahabharatanewsMay 23, 2024May 23, 2024 by mahabharatanewsMay 23, 2024May 23, 2024098 (ଭୁବନେଶ୍ୱର) : ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ଯୁଗ ହେବ ଏଭଳି କହିବା ସହ ରାଜ୍ୟର ଯୁବ ପିଢ଼ିଙ୍କ ପାଇଁ ଆଗାମୀ ପ୍ଲାନ୍ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି...
ଓଡିଶା୨୫ ସକାଳ ସୁଦ୍ଧା ବାତ୍ୟା ସମ୍ଭାବନାmahabharatanewsMay 23, 2024 by mahabharatanewsMay 23, 20240135 (ଭୁବନେଶ୍ୱର) : ବଙ୍ଗୋପସାଗରେ ବାତ୍ୟା ସମ୍ଭାବନା । ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ । ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ...
ମନୋରଞ୍ଜନଡାକ୍ତରଖାନାରେ ଶାହାରୁଖ ଖାନmahabharatanewsMay 23, 2024 by mahabharatanewsMay 23, 20240108 (ମୁମ୍ବାଇ) : ଅସୁସ୍ଥତା ହେତୁ ଶାହାରୁଖ ଖାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସହ୍ୟ ଗରମ ଯୋଗୁଁ ସୁପରଷ୍ଟାରଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା ନେଇ ସୂଚନା ରହିଛି । ତାଙ୍କୁ ତୁରନ୍ତ ଅହମ୍ମଦାବାଦର କେଡି ହସ୍ପିଟାଲରେ...
ଭାରତଲୋକସଭା ନିର୍ବାଚନର ପରିଣାମ ସହିତ ଦେଶରେ ନୂଆ ଅଧ୍ୟାୟ ଆରମ୍ଭmahabharatanewsMay 23, 2024 by mahabharatanewsMay 23, 2024074 (ଦିଲ୍ଲୀ) : ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଆଜମଗଡ଼ରେ ଅନୁଷ୍ଠିତ ଇଣ୍ଡି ମେଣ୍ଟ ରାଲିରେ କହିଛନ୍ତି ଯେ ଜୁନ୍ ୪ରେ ଦେଶ ଏକ ନୂଆ ଫିଲ୍ମ ଦେଖିବ। ଲୋକସଭା ନିର୍ବାଚନର ପରିଣାମ ସହିତ...
ଭାରତଆଜି କେଜ୍ରିୱାଲ୍ଙ୍କ ମାଆବାପାଙ୍କୁ ପଚରାଉଚରା କରିବ ପୁଲିସ୍mahabharatanewsMay 23, 2024 by mahabharatanewsMay 23, 20240147 (ଦିଲ୍ଲୀ) : ସ୍ବାତୀ ମାଲିୱାଲ୍ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ପିତାମାତାଙ୍କୁ ଗୁରୁବାର ସକାଳେ ତାଙ୍କ ସରକାରୀ ବାସଭବନରେ ପୁଲିସ୍ ପଚରାଉଚରା କରିବ। ମାଲିୱାଲ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ...
ଓଡିଶାଆଜି କଣ୍ଟାମାଳ ଦୁଇଟି ବୁଥରେ ସାନି ମତଦାନmahabharatanewsMay 23, 2024 by mahabharatanewsMay 23, 2024094 (କନ୍ଧମାଳ) : କନ୍ଧମାଳ ସଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଦୁଇଟି ବୁଥ ଆଜି ସାନି ମତଦାନ ହେଉଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୪ଟା ପର୍ଯ୍ୟନ୍ତ ଚାଲିବ । କିରାସିରା...
ଓଡିଶାରାଜଧାନୀରେ ଫ୍ଲାଗମାର୍ଚ୍ଚmahabharatanewsMay 23, 2024 by mahabharatanewsMay 23, 20240114 (ଭୁବନେଶ୍ଵର) : ମେ’୨୫ରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ କରାଯିବ। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ...
ଭାରତଆଜି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀmahabharatanewsMay 23, 2024 by mahabharatanewsMay 23, 20240118 (ଦିଲ୍ଲୀ) : ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା । ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍ । ଆଜି ଓଡ଼ିଶା ଆସୁଛନ୍ତି ବିଜେପିର ୩ ଜଣ ହେଭିୱେଟ । ବିଭିନ୍ନ...