ଓଡିଶାହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାରmahabharatanewsDecember 5, 2019 by mahabharatanewsDecember 5, 20190324 (ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ବର: ଶେଷରେ ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର । ଯେଉଁ ପ୍ରସଙ୍ଗକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା, ଏବେ ତାହାର ଅବସାନ ଘଟିଛି ।...
ଅପରାଧଓଡିଶାଭିଜିଲାନ୍ସ ପଞ୍ଝାରେ କିରାଣୀmahabharatanewsDecember 5, 2019 by mahabharatanewsDecember 5, 20190325 ( ମମତା ସାମଲ)ମହାଭାରତ: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ କିରାଣୀ ଚତୁର୍ଭୁଜ ଖମାରୀ । ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।...
ଓଡିଶାବିଶ୍ୱ ମୂର୍ତ୍ତିକା ଦିବସ ପାଳିତmahabharatanewsDecember 5, 2019December 5, 2019 by mahabharatanewsDecember 5, 2019December 5, 20190344 (ମମତା ସାମଲ)ମହାଭାରତ: ଆଜି ହେଉଛି ବିଶ୍ୱ ମୂର୍ତ୍ତିକା ଦିବସ । ମୂର୍ତ୍ତିକାର ସଂରକ୍ଷଣ ପାଇଁ ଏହି ଦିନକୁ ପାଳନ କରାଯାଇଥାଏ । ୨୦୧୪ରେ ପ୍ରଥମଥର ପାଇଁ ବିଶ୍ୱ ମୂର୍ତ୍ତିକା ଦିବସ ପାଳନ କରିବା ଆରମ୍ଭ...
ଓଡିଶାଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କmahabharatanewsDecember 5, 2019 by mahabharatanewsDecember 5, 20190309 (ମମତା ସାମଲ)ମହାଭାରତ: ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କ। ଏଥିପାଇଁ ଜୋରଦାର କାର୍ୟ୍ୟ ଆରମ୍ଭ ଚାଲିଛି। ଆସନ୍ତା କିଛି ଦିନ ଭିତରେ ଏହି ଶିଶୁ ପାର୍କଟି ଉଦ୍ଘାଟିତ ହେବ...
ଓଡିଶାଆଜିଠୁ ଅନଲାଇନରେ ଟିକେଟ ବିକ୍ରିmahabharatanewsDecember 5, 2019 by mahabharatanewsDecember 5, 20190377 j(ମମତା ସାମଲ)ମହାଭାରତ: ଡିସେମ୍ୱର ୨୨ରେ ବାରବାଟୀରେ ହେବ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ।ଚ୍ । ଏହି ମ୍ୟାଚ ଆଗରୁ ଆଜି ଠାରୁ ଦର୍ଶକଙ୍କ ପାଇଁ ଆରମ୍ଭ ହେଉଛି ଅନଲାଇନ୍ ଟିକେଟ୍ ବିକ୍ରି । ଡବ୍ଲୁଡବ୍ଲୁଡବ୍ଲୁ...
ଓଡିଶାତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମmahabharatanewsDecember 5, 2019 by mahabharatanewsDecember 5, 20190329 (ଦିଲ୍ଲୀପ ସାହୁ/ମହାଭାରତ) ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମାସ୍ଥିତ ଶାରଳା ମହାବିଦ୍ୟାଳୟରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ଆକସ୍ମିକ ଦୁର୍ଘଟଣାରୁ...
ଓଡିଶାଓଏସ ସ୍ତରରେ ଅଦଳ ବଦଳmahabharatanewsDecember 5, 2019 by mahabharatanewsDecember 5, 20190323 (ହରପ୍ରସାଦ ବିଶୋଇ/ମହାଭାରତ )ଭୁବନେଶ୍ୱର: ବରିଷ୍ଠ ଓଏସ ସ୍ତରରେ ଅଦଳ ବଦଳ କରାଯାଇଛି । ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୧୮ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି...
ଓଡିଶାଦେବୀ ନଦୀରୁ ନାଵାଳିକା ଛାତ୍ରୀଙ୍କ ମୃତ ଦେହ ଉଦ୍ଧାରmahabharatanewsDecember 5, 2019 by mahabharatanewsDecember 5, 20190323 (ଜୟନ୍ତ କୁମାର ସେଠୀ/ମହାଭାରତ)ଗୋପ: କାକଟପୁର ଦେବୀ ନଦୀ ବାଉରିଆକଣ ନିକଟରୁ ନଦୀରେ ଭାସୁଥିବା ସମୟରେ ନାଵାଳିକା ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କଲା କାକଟପୁର ପୋଲିସ । ଅ।ଜି ସକାଳେ କିଛି ଲୋକେ ନଦୀରେ...
ଓଡିଶାଚତୁର୍ଥ ଦିବସରେ ବାଲୁକା ମାଧ୍ୟମରେ କ୍ରୀଡ଼ା ଓ ଗେମ୍ର ବାର୍ତ୍ତାmahabharatanewsDecember 5, 2019 by mahabharatanewsDecember 5, 20190399 (ଜୟନ୍ତ କୁମାର ସେଠୀ/ମହାଭାରତ)ଗୋପ: ଆନ୍ତର୍ଜାତିକ ବାଲୁକା କଳା ଉତ୍ସବର ଚତୁର୍ଥ ସଂଧ୍ୟାରେ କଳାକାର ମାନେ କ୍ରିଡା ଓ ବିଭିନ୍ନ ପ୍ରକାରର ଟାଡିସ୍ନାଲ ଗେମ୍ ସଂପର୍କରେ ବାଲୁକାରେ ସେମାନଙ୍କର କଳା କୁ ଜିବନ୍ତ ଭାବରେ ଦେଖାଇଛନ୍ତି...
ଓଡିଶାଶିଶୁରୋଗ ବିଶେଷଜ୍ଞ ନିଲମ୍ବିତmahabharatanewsDecember 5, 2019 by mahabharatanewsDecember 5, 20190448 (ମଧୂସୁଦନ ବହିଦାର) ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ । ନିଲମ୍ବିତ ଶିଶୁ ରୋଗ ବିଶେଷଜ୍ଞ ହେଲେ ଡ଼ାକ୍ତର ବିଜୁ ଅଗ୍ରୱାଲ। ଡ଼ାକ୍ତରଖାନାର ନିରାମୟ ଯୋଜନା ରେ...