ଓଡିଶାଭାରତଓଡିଶା ଉପରେ ବିଜେପିର ନଜରmahabharatanewsSeptember 9, 2022 by mahabharatanewsSeptember 9, 20220149 ଭୁବନେଶ୍ୱର:୨୦୨୪ ପାଇଁ ଓଡିଶା ଉପରେ ନଜର ରଖିଛି ବିଜେପି । ଏନେଇ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଖାଦ୍ୟ ଓ...
Accidentଅପରାଧଓଡିଶାଭାରତଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟାmahabharatanewsSeptember 9, 2022 by mahabharatanewsSeptember 9, 20220149 କେନ୍ଦ୍ରାପଡ଼ା(ଅଶ୍ୱିନୀ କୁମାର ସାହୁ):ରାଜକନିକା ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ସାତଘରିଆ ଗାଁରେ ଜଣେ ଯୁବତୀ ଆଜି ନିଜ ଶୋଇବା ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।ତେବେ ଆତ୍ମହତ୍ୟା ର କାରଣ ସ୍ପଷ୍ଟ...
ଅପରାଧଓଡିଶାମୋ ବସ ଡ୍ରାଇଭରକୁ ମାଡମାରିଲେ ଯୁବକmahabharatanewsSeptember 9, 2022 by mahabharatanewsSeptember 9, 20220229 ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ ଓ ଅପରାଧୀଙ୍କ ସଂଖ୍ୟା | ଜଣେ ଯୁବକଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠରେ | ମାଷ୍ଟରକ୍ୟାଣ୍ଟିନରୁ ସୁନ୍ଦରପଦା ରୁଟ ଦେଇ ଜଟଣୀ...
ଓଡିଶାଭାରତକୋଣାର୍କ ମନ୍ଦିରରୁ ବାଲି କାଢ଼ିବାକୁ ନିଷ୍ପତିmahabharatanewsSeptember 8, 2022September 8, 2022 by mahabharatanewsSeptember 8, 2022September 8, 20220151 ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ଲାଗି ଆଜି ଏଏସଆଇ ପକ୍ଷରୁ ଆରମ୍ଭ ହୋଇଛି ଭୂମିପୂଜନ । ଗର୍ଭଗୃହରୁ ବାଲିକଢ଼ା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ...
ଅପରାଧଓଡିଶାହନୁମାନ ପଇସା ଲୋଭ ଦେଖାଇ ଲୁଟ ,୫ ଗିରଫmahabharatanewsSeptember 7, 2022 by mahabharatanewsSeptember 7, 20220171 ଝାରସୁଗୁଡା:ପଇସାର ଲୋଭ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଏପରି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡାରେ| ସୂଚନାନୁସାରେ ହନୁମାନ ପଇସା କିଣାବିକା କରି ବଡ ଭାଇର ପ୍ରଲୋଭନ ଦେଖାଇ ଜଣେଠିକାଦାରଙ୍କୁ ଲୁଟ ଅଭିଯୋଗରେ ଝାରସୁଗୁଡା ପୋଲିସ...
ଓଡିଶାଭାରତଭାରତୀୟ ବୈଶ୍ଯ ମହାସଭା ତରଫରୁ ଅନୁପମା ଏକଘେରାଙ୍କୁ ଓଡିଶା ମହିଳା ଅଧ୍ୟକ୍ଷା ଭାବେ ମନୋନୀତmahabharatanewsSeptember 7, 2022 by mahabharatanewsSeptember 7, 20220134 ରାଇରଙ୍ଗପୁର(ସତ୍ୟ ନାରାୟଣ ପାଲ ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଶ୍ରୀମତୀ ଅନୁପମା ଏକଘେରା ଜଣେ ସମାଜସେବୀ, ପରୋପକାରୀ ଓ କର୍ମଠ ମହିଳା ।ତାଙ୍କରି ସମାଜସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଭାରତୀୟ ଵୈଶ୍ଯ ମହାସଭା...
Accidentଅପରାଧଓଡିଶାଭାରତପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁmahabharatanewsSeptember 7, 2022 by mahabharatanewsSeptember 7, 20220190 କେନ୍ଦୁଝର(ବିଜୟ କୁମାର କରୁଆ):ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି | ଏନେଇ ସ୍ଥାନୀୟ ଅଂଚଳରେ ସକାରାଛୟା ଖେଳିଯାଇଛି | ଘମୃତ ବୃଦ୍ଧ ଜଣକ ହେଲେ ପାଟଣା ଥାନା ମୂଷାଖୋରୀ ପଂଚାୟତ ଅନ୍ତର୍ଗତ ରଥପଡା...
ଓଡିଶାଭାରତରାଜନୀତିଓଡିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରmahabharatanewsSeptember 7, 2022September 7, 2022 by mahabharatanewsSeptember 7, 2022September 7, 20220150 ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଲାଗି ପଡ଼ିଛନ୍ତି ନୀତୀଶ...
Accidentଅପରାଧଓଡିଶାଗାଡି ଧକ୍କାରେ ୨ଜଣକର ମୃତ୍ୟୁ ଜଣେ ଗୁରୁତରmahabharatanewsSeptember 7, 2022September 7, 2022 by mahabharatanewsSeptember 7, 2022September 7, 20220176 ଗୋପ(ଜୟନ୍ତକୁମାର ସେଠି ): ପୁରୀ ଚନ୍ଦନପୁର ଥାନା ବିରଗୋବିନ୍ଦପୁର ନିକଟ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ଦୁର୍ଘଟଣା।ଏଥିରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଗୁରୁତର...
ଓଡିଶାସାପ ଓଗାଳିଲା କୁକୁଡ଼ା ଅଣ୍ଡାmahabharatanewsSeptember 3, 2022 by mahabharatanewsSeptember 3, 20220136 ଉଦଳା(ଦୀପକ ମିଶ୍ର):ସାପ ଓଗାଳିଲା ଅଣ୍ଡା । ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ସାନବିଶୋଳ ଗ୍ରାମରେ । ସାନବିଶୋଳ ଗ୍ରାମର ଟୁନୁ ଦଣ୍ଡପାଟଙ୍କ କୁକୁଡା ଭାଡି ନିକଟରେ ଏକ ନାଗ ସାପ ପଶିଥିବା...