Accidentଅପରାଧଓଡିଶାଭାରତ

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

କେନ୍ଦୁଝର(ବିଜୟ କୁମାର କରୁଆ):ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି | ଏନେଇ ସ୍ଥାନୀୟ ଅଂଚଳରେ ସକାରାଛୟା ଖେଳିଯାଇଛି | ଘମୃତ ବୃଦ୍ଧ ଜଣକ ହେଲେ ପାଟଣା ଥାନା ମୂଷାଖୋରୀ ପଂଚାୟତ ଅନ୍ତର୍ଗତ ରଥପଡା ଗ୍ରାମର ଦୁଃଶାସନ ମହାନ୍ତ (୬୪) ବୋଲି ଜଣା ପଡିଛି । ସୂଚନାରୁ ପ୍ରକାଶ ମଧ୍ୟାହ୍ନରେ ଦୁଃଶାସନ ପୋଖରୀକୁ ଗାଧୋଇବା ଆସିଥିବା ବେଳେ ପୋଖର ରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ମୃତ୍ୟୁ ଘଟି ଥିଲା । ପୋଖରୀ ପାଣିରେ ବୁଡିଯିବା ପରିବାର ଜାଣି ଲୋକେ ପାଟଣା ଅଗ୍ନିଶମ ବିଭାଗ ପାଟଣା ପୋଲିସକୁ ଖବର ଦେଇ ଥିଲେ।ଖବର ପାଇ ଅଗ୍ନିଶମ ବିଭାଗ ପାଟଣା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା | ସେଠାରେ ବୃଦ୍ଧାଙ୍କର ଶବ ବ୍ୟବଛେଦ କରାଯାଇ ଥିଲା ।

Related posts

ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ

mahabharatanews

୨ ଦିନ ବର୍ଷା ସମ୍ଭାବନା; ୱାର୍ଣ୍ଣିଂ ଜାରି   

mahabharatanews

ବିଲକିସ ଗଣ ଦୁର୍ଷ୍କମ ଘଟଣାରେ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

mahabharatanews