ରାଜନୀତିକଂଗ୍ରେସର ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନକରିବାରୁ ହୋହଲ୍ଲାmahabharatanewsSeptember 8, 2021 by mahabharatanewsSeptember 8, 20210162 ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଆଜି ସପ୍ତମ ଦିନ । ବିଧାନସଭାରେ ବାଚସ୍ପତିଙ୍କ ଚ୍ୟାମ୍ବର ଘେରାଉ କରିଛନ୍ତି ବିରୋଧୀ । ଖଣି ଦୁର୍ନୀତି ସଂକ୍ରାନ୍ତରେ ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ପରେ...
ଅପରାଧୱେବ୍ ଚ୍ୟାନାଲର ସାମ୍ବାଦିକ ଅଟକmahabharatanewsSeptember 3, 2021September 3, 2021 by mahabharatanewsSeptember 3, 2021September 3, 20210164 ଭୂବନେଶ୍ୱର : : ଭୂବନେଶ୍ୱର(ରିପୋର୍ଟସ ଟୁଡେ) : ଦୂତି ଚାନ୍ଦଙ୍କ ବିଷୟରେ ଅପମାନକଜନକ ଖବର ପ୍ରସାରଣ କରିବା ଓ ବ୍ଲାକମେଲ କରିବା ନେଇ ପୋଲିସ ଜଣକୁ ଅଟକ ରଖିଛି । ଅଟକ ଜଣକ ହେଲେ...
ଅପରାଧଦୂତୀ ଚାନ୍ଦ ଦୁଇ ଜଣକ ନାମରେ ଆଣିଲେ ଅଭିଯୋଗmahabharatanewsSeptember 2, 2021 by mahabharatanewsSeptember 2, 20210287 ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ବିଭିନ୍ନ ନକରାତ୍ମକ ଟିପ୍ପଣୀ ଦେବା ନେଇ ଧାବିକା ଦୂତୀ ଚାନ୍ଦ ୨ ଜଣଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ ଆଣିଛନ୍ତି। ଆଜି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ...
ଅପରାଧମାନସ ଦାସ ଗିରଫmahabharatanewsSeptember 2, 2021September 2, 2021 by mahabharatanewsSeptember 2, 2021September 2, 20210180 ଭୁବନେଶ୍ୱର : ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ଉଦ୍ୟମ ଓ ଅତ୍ୟାଚାର ଅଭିଯୋଗ ମାମଲାରେ ପୋଲିସ ବାନ୍ଧିଥିବା ସୂଚନା ମିଳିଛି । ଭୁବନେଶ୍ବର ସ୍ଥିତ ସହିଦନଗରରୁ...
ଓଡିଶାବିଜେପି ଆଣିଲା ମୁଲତବୀ ନୋଟିସ : ଦ୍ୱିତୀୟ ଦିନରେ ମୌସୁମୀ ଅଧିବେଶନmahabharatanewsSeptember 2, 2021September 2, 2021 by mahabharatanewsSeptember 2, 2021September 2, 20210190 ଭୁବନେଶ୍ୱର(ରିପୋର୍ଟସ ଟୁଡେ) ଦ୍ୱିତୀୟ ଦିନରେ ଆସି ପହଞ୍ଚିଛି ମୌସୁମୀ ଅଧିବେଶ । ଅଧିବେଶନରେ ବେକାରି ସମସ୍ୟା ଓ ଓଡିଶା ଷ୍ଟାଫ ସିଲେକସନ କେଳେଙ୍କାରୀକୁ ନେଇ ବିଜେପି ଆଣିଛି ମୁଲତବୀ ନୋଟିସ । ସଂସଦୀୟ ବ୍ୟାପାର...
ଓଡିଶାମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନରmahabharatanewsSeptember 1, 2021 by mahabharatanewsSeptember 1, 20210231 ଭୂବନେଶ୍ୱର(ରିପୋର୍ଟସ ଟୁଡେ) ମୁଖ୍ୟ ଆୟକର କମିଶନର ଭାବେ ପଦୋନ୍ନୋତି ପାଇଲେ ୪ ଜଣ ଓଡିଆ ଅଫିସର । ସେମାନେ ହେଲେ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଶ୍ରୀ ବିଜୟାନନ୍ଦ ପୃଷେଠ , ଶ୍ରୀ ଦେବେନ୍ଦ୍ର ନାରାୟଣ...
Uncategorizedନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ବଢ଼ିଲା ଦିଦିଙ୍କ ଅଡୁଆmahabharatanewsSeptember 1, 2021 by mahabharatanewsSeptember 1, 20210169 କୋଲକାତା : ଚର୍ଚ୍ଚାକୁ ଫେରିଛି ନାରଦା ଷ୍ଟିଙ୍ଗ ଅପରେସନ । ପୁଣିଥରେ ପଶ୍ଚିମବଙ୍ଗ ରାଜନୀତିକୁ ଗରମ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାଖଲ କରିଥିବା ଚାର୍ଜସିଟରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଫିରହାଦ...
ଓଡିଶାମରୁଡି ମନୁଷ୍ୟକୃତ ନୁହେଁ : କୃଷିମନ୍ତ୍ରୀmahabharatanewsSeptember 1, 2021 by mahabharatanewsSeptember 1, 20210183 ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ସେପ୍ଟେମ୍ବର ପ୍ରଥମ ତାରିଖରୁ ଆରମ୍ଭ ହୋଇଛି ମୌସୁମି ଅଧିବେଶନ । ତେବେ ଅଧି ବେଶନ ଆରମ୍ଭରୁ ହିଁ କଂଗ୍ରେସ ପକ୍ଷରୁ ମରୁଡି ପ୍ରସଙ୍ଗରେ ହଟ୍ଟଗୋଳ ହୋଇଥିଲା । ବିରୋଧୀଙ୍କ ହୋହଲ୍ଲା...
ଓଡିଶାଆଜି ଠାରୁ ଏସିବିରେ ଆରମ୍ଭ ହେଲା ଇକମୋ ଚିକିତ୍ସାmahabharatanewsAugust 27, 2021August 27, 2021 by mahabharatanewsAugust 27, 2021August 27, 20210321 କଟକ (ରିପୋର୍ଟସ ଟୁଡେ) ଆଜି ଠାରୁ ଏସିବି ରେ ଆରମ୍ଭ ହେବାକୁ ଯାଉଛି ଇକମୋ ଚକ୍ରିସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଇକମୋ ଚିକିତ୍ସା କୁ ଉଦଘାଟନ କରିଛନ୍ତି । ୯...
ରାଜନୀତିପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଂଗକୁ ନେଇ ହାଇକୋର୍ଟଙ୍କ ଶୁଣାଣିmahabharatanewsAugust 25, 2021 by mahabharatanewsAugust 25, 20210169 କଟକ : ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଂଗକୁ ନେଇ ଦାୟର ତିନୋଟି ପୃଥକ ମାମଲାର ହାଇକୋର୍ଟ ଏକତ୍ର ଶୁଣାଣି କରିଛନ୍ତି। ଶୁଣାଣି ପରେ ରାଜ୍ୟ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କ...