ଓଡିଶାପର୍ବ ପର୍ବାଣିବାଂମ୍ଫିଡି ଶାସନରେ ବୋଇତ ବନ୍ଦାଣ ଉତ୍ସବ ପାଳନmahabharatanewsNovember 10, 2022 by mahabharatanewsNovember 10, 20220120 କେନ୍ଦୁଝର : ଘଷିପୁରା ବ୍ଲକ ଅନ୍ତର୍ଗତ ମଦନପୁର ପଞ୍ଚାୟତ ବାଂମ୍ଫିଡି ଶାସନରେ ପ୍ରଥମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ଯୁବକ ମାନଙ୍କ ଦ୍ୱାରା ଆୟୋଜନ କରାଯାଇ ସକାଳୁ ପୁଷ୍କରିଣୀରେ ମହିଳା ଓ ପୁରୁଷ ମାନେ...
ଓଡିଶାଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତmahabharatanewsNovember 10, 2022 by mahabharatanewsNovember 10, 20220253 ଖୋର୍ଦ୍ଧା : ( ଚାଣକ୍ୟ ମିଶ୍ର ) ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆଜି ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଏକ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ...
bharatବିଶେଷଭାରତ୧୧ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେmahabharatanewsNovember 10, 2022 by mahabharatanewsNovember 10, 20220167 ନୂଆଦିଲ୍ଲୀ: ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ । ଏବଂ ୧୨ ତାରିଖରେ ଆନ୍ଧପ୍ରଦେଶ ଓ ତେଲେଙ୍ଗାନା ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ...
Uncategorized୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ : ମେଟାmahabharatanewsNovember 9, 2022November 9, 2022 by mahabharatanewsNovember 9, 2022November 9, 20220166 ନୂଆଦିଲ୍ଲୀ : ଟେକ୍ନୋଲୋଜୀ କମ୍ପାନିମାନଙ୍କ ଉପରେ ବିଶ୍ବରେ ମାନ୍ଦାବସ୍ଥାର ପ୍ରଭାବ ପଡ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ବ ପ୍ରମୁଖ ଟେକ୍ନୋଲୋଜୀ କମ୍ପାନିମାନେ ଛଟେଇ କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆ...
ଭାରତଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନmahabharatanewsNovember 9, 2022 by mahabharatanewsNovember 9, 20220131 ମୁମ୍ବାଇ: ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ । ପତ୍ରା ଚଅଲ୍ ପୁନର୍ବିକାଶ ପ୍ରକଳ୍ପ ସହିତ ସଂଶ୍ଳିଷ୍ଟ ଥିବା ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ଶିବସେନା ସାଂସଦ...
ଓଡିଶାପାଣିରେ ଭାସୁଛି ଅଜଣା ମୃତ ଦେହmahabharatanewsNovember 9, 2022 by mahabharatanewsNovember 9, 20220157 ବଲାଙ୍ଗୀର : (ଜଗନ୍ନାଥ ଧରୁଆ ) କେନାଲରେ ଭାସୁଛି ଅଜଣା ଶବ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ବେଲପଡା ଥାନା ମଟରସୋରୁମ ପଛ ପୁରୁଣାବନ୍ଧ ପାଣିରେ । ମୃତ ଯୁବକ ଜଣକ...
ଓଡିଶାରାଜନୀତିସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଲା ବିଜେଡିmahabharatanewsNovember 9, 2022 by mahabharatanewsNovember 9, 20220141 ବରଗଡ଼: ପଦ୍ମପୁର ଉପନର୍ବାଚନ ଉପରେ ଏବେ ସଭିଙ୍କ ନଜର । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଏବେ ଅଣ୍ଟା ଭିଡିଲେଣି ସମସ୍ତ ଦଳ ।...
bharatଅପରାଧଓଡିଶାକଂଗ୍ରେସ ଦୁଇ ବିଧାୟକଙ୍କ ଘରୁ ଟଙ୍କାର ପାହାଡ ମିଳିଲାmahabharatanewsNovember 8, 2022 by mahabharatanewsNovember 8, 20220172 ରାଞ୍ଚି: ଆୟକର ବିଭାଗ ପକ୍ଷରୁ ଝାଡଖଣ୍ଡର ଦୁଇ କଂଗ୍ରେସ ବିଧାୟକ ଏବଂ ସେମାନଙ୍କ ସହଯୋଗୀଙ୍କ ସମେତ କିଛି ବ୍ୟବସାୟୀଙ୍କ ଘରେ ଆଜି ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଆୟକର ବିଭାଗ ପ୍ରାୟ ୧୦୦...
ଓଡିଶାରାଜନୀତିପ୍ରସନ୍ନ ଆଚାର୍ଯ୍ୟ ନେଲେ ନିର୍ବାଚନ ମଣ୍ଡଳୀରେ ପରିଚାଳନା ଦାୟିତ୍ଵmahabharatanewsNovember 8, 2022 by mahabharatanewsNovember 8, 20220151 ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଜେଡି ପରାଜୟ ପରେ ଅଧିକ ସତର୍କ ହୋଇଥିବା ଜଣାପଡିଛି । ଦଳ ଏଥର ପଦ୍ମପୁର ଉପନିର୍ବାଚନରେ କିଭଳି ବିଜୟ ଲାଭ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି ବିଜେଡି ।...
bharatଭାରତରାଜନୀତିଖଡଗେ ୨ ଦିନିଆ ହିମାଚଳ ଗସ୍ତରେmahabharatanewsNovember 8, 2022 by mahabharatanewsNovember 8, 20220152 ସିମିଲା : ଉଠୁଛି ପଡୁଛି ହିମାଚଳ ପ୍ରଦେଶ ନିର୍ବାଚନ ମଇଦାନ । ସେଥିଲାଗି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ୨ ଦିନିଆ ହିମାଚଳ ଗସ୍ତରେ ଯିବେ । ରାଜ୍ୟର ପ୍ରମୁଖ ସ୍ଥାନର ନିର୍ବାଚନୀ ରାଲିରେ...