ଓଡିଶାଦଣ୍ଡ ଠାକୁରଙ୍କ ମହାମେଳନmahabharatanewsApril 13, 2026 by mahabharatanewsApril 13, 202608 ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଐତିହାସିକ ପଲଟଣ ପଡ଼ିଆଠାରେ ଆୟୋଜିତ ଦଣ୍ଡଠାକୁରଙ୍କ ମହାମେଳନ ଅନୁଷ୍ଠିତ | ଏହି ମହାମେଳନରେ ସ୍ଥାନୀୟ ଅଞ୍ଚଳର ୧୩ ଗୋଟି ଦଣ୍ଡଠାକୁରଙ୍କ ଅପୂର୍ବ ଦଣ୍ଡନୃତ୍ୟ ଓଡ଼ିଶାର ଏକ ପ୍ରାଚୀନ ଓ ଧାର୍ମିକ...
ଓଡିଶାରାଜନୀତିଶିକ୍ଷାଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣପୁର ଗସ୍ତରେ ଥିବା ବେଳେ ପ୍ରଶାସକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛିmahabharatanewsJanuary 6, 2026 by mahabharatanewsJanuary 6, 2026044 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାନୁଆରୀ ୦୭ ତାରିଖ ଅର୍ଥାତ ଆସନ୍ତା କାଲି ବାଣପୁର ଗସ୍ତରେ ଥିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଖୋର୍ଦ୍ଧା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା...
ଓଡିଶାବିଫଳ ହେଲା ଏସବିଆଇ ଏଟିଏମ ଲୁଟ ଉଦ୍ୟମmahabharatanewsMay 8, 2023May 8, 2023 by mahabharatanewsMay 8, 2023May 8, 20230156 ବାଣପୁର /ସୁଧୀର କୁମାର ପାତ୍ର : ଶନିବାର ବିଳମ୍ବିତ ରାତିରେ ଲୁଟେରା ମାନେ ବାଣପୁର ବାଲୁଗାଁ ରାସ୍ତାରେ ଥିବା ବାଣପୁର ଥାନା ଅନ୍ତର୍ଗତ ଏକ ଷ୍ଟେଟବ୍ୟାଙ୍କ ଏଟିଏମ ରୁ ଲୁଟ ଉଦ୍ୟମ କରି ବିଫଳ...
ଓଡିଶାବ୍ଲକସ୍ତରରେ ବଳରାମ ଯୋଜନାର ପ୍ରସ୍ତୁତି ବୈଠକmahabharatanewsMay 5, 2023 by mahabharatanewsMay 5, 20230133 ବାଣପୁର /ସୁଧିର କୁମାର ପାତ୍ର: ବାଣପୁର ପଞ୍ଚାୟତ ସମିତି କନ୍ଫରେନ୍ସ ହଲରେ ବ୍ଲକସ୍ତରୀୟ ବଳରାମ ଯୋଜନାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଉଛି । ଏଥିରେ ଗୋଷ୍ଠି ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ଶ୍ରୀତଲ ଅଗ୍ରୱାଲ ଅଧ୍ୟକ୍ଷତା...
ଓଡିଶାଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତmahabharatanewsNovember 10, 2022 by mahabharatanewsNovember 10, 20220280 ଖୋର୍ଦ୍ଧା : ( ଚାଣକ୍ୟ ମିଶ୍ର ) ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆଜି ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଏକ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ...
ଓଡିଶାଜିଲ୍ଲା ଜିଲ୍ଲା ବୁଲୁଛି ଅହିଂସା ରଥmahabharatanewsSeptember 28, 2022 by mahabharatanewsSeptember 28, 20220218 ବାଣପୁର/ ଚାଣକ୍ୟ ମିଶ୍ର : ସ୍ଵଧୀନତାର ୭୫ବର୍ଷ ଉପଲକ୍ଷେ ମହାତ୍ମା ଗାନ୍ଧୀଙ୍କ ନିତୀ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗତ ସ୍ଵାଧୀନତା ଦିବସ ଅବସରରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ରଥକୁ ଉନ୍ମୋଚନ କରିଥିଲେ। ଏହି...
ଓଡିଶାଶିକ୍ଷାଗୋଦାବରୀଶ ମହାବିଦ୍ୟାଳୟରେ ୬୦ତମ ବାର୍ଷିକ ଉତ୍ସବmahabharatanewsJuly 27, 2022July 27, 2022 by mahabharatanewsJuly 27, 2022July 27, 20220149 ବାଣପୁର: ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୬ତମ ଶ୍ରାଦ୍ଧ ବର୍ଷିକି ତଥା ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ପରିଚାଳନା ସମିତିର...