‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି ନ କରି ପିଓକେ ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ: ସଞ୍ଜୟ ରାୱତ
ନୂଆଦିଲ୍ଲୀ: ଫିଲ୍ମ ‘କାଶ୍ମୀର ଫାଇଲ୍ସ’କୁ ନେଇ ଶିବସେନା ଦଳର ନେତା ସଞ୍ଜୟ ରାୱତଙ୍କ ବଡ଼ ବୟାନ ଦେଇଛନ୍ତି। ସେ ନିଜ ବୟାନରେ କହିଛନ୍ତି ଯେ ‘କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ନେଇ ରାଜନୀତି କରିବା ପରିବର୍ତ୍ତେ...
