ଅପରାଧଜମି ବିବାଦକୁ ନେଇ ବାଲିଅନ୍ତାରେ ବୋମାମାଡmahabharatanewsJanuary 17, 2022 by mahabharatanewsJanuary 17, 20220125 ଭୁବନେଶ୍ୱର: ରାଜଧାନୀର ଉପକଣ୍ଠ ବାଲିଅନ୍ତାରେ ବୋମାମାଡ । ବାଲିଅନ୍ତାରେ ଅନ୍ତର୍ଗତ ବ୍ରାହ୍ମଣସୁଆଁଲ ଗାଁରେ ବୋମାମାଡ ହୋଇଛି । ଜମି ବିବାଦକୁ ନେଇ ବୋମାମାଡ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି...
ଓଡିଶାପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀmahabharatanewsJanuary 17, 2022 by mahabharatanewsJanuary 17, 20220168 ଭୁବନେଶ୍ୱର: ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ । ୮୮ ବର୍ଷ ବୟସରେ ରାୟଗଡା ଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ଶାନ୍ତି ଦେବୀ ଶେଷ ନିଦରେ ଶୋଇଯାଇଛନ୍ତି । ରବିବାର ବିଳମ୍ବିତ ରାତିରେ...
ଓଡିଶାଢ଼ିଙ୍କିଆରେ ପୋଲିସର ଆଚରଣକୁ ଏସୟୁସିଆଇ ପକ୍ଷରୁ ତୀବ୍ର ନିନ୍ଦାmahabharatanewsJanuary 15, 2022 by mahabharatanewsJanuary 15, 20220183 କଟକ/ ଜଗନ୍ନାଥ ମହାନ୍ତି: ଜଗତସିଂହପୁର ଜିଲା ଢିଙ୍କିଆରେ ପୁଲିସର ବର୍ବରତାକୁ ନେଇ ଏବେ ରାଜ୍ୟରେ ଖେଳାଇଛି ଆଲୋଡନ। ଗତକାଲି ଘଟିଥିବା ଘଟଣା ସମସ୍ତଙ୍କ ମନରେ ଉଠାଇଛି ବଡ଼ ପ୍ରଶ୍ନ । ତେବେ ପୋଲିସର ଏପରି...
ଖେଳକୁଇନ୍ସ ବାଟେଲକୁ କୋଣାର୍କରେ ଭବ୍ୟ ସମ୍ବର୍ଦ୍ଧନାmahabharatanewsJanuary 15, 2022 by mahabharatanewsJanuary 15, 20220208 ଗୋପ/ ଜୟନ୍ତ ସେଠୀ: କୋଣାର୍କରେ ପହଁଚିଲା କୁଇନ୍ସ ବାଟେଲ ରିଲେ । କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଏହାକୁ ସ୍ୱାଗତ କରାଯାଇଛି । ୨୦୨୨ରେ ଇଂଲଣ୍ଡର ବର୍ମୀଂହାମରେ କମନ ୱେଲଥ ଗେମ ଅନୁଷ୍ଠିତ ହେବ।...
ଭାରତପଞ୍ଜାବ: ପାଞ୍ଚ କିଲୋ ଆରଡିଏକ୍ସ ଉଦ୍ଧାରmahabharatanewsJanuary 14, 2022 by mahabharatanewsJanuary 14, 20220218 ଚଣ୍ଡିଗଡ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଗତ ବିଭ୍ରାଟକୁ ନେଇ ଚର୍ଚ୍ଚା ଥମିନାହିଁ । ଗୁରଦାସପୁରରେ ଆରଡିଏକ୍ସ ମିଳିବା ପରେ ଅମୃତସର ସୀମାନ୍ତ ଗାଁ ଧନୋଏ କଲାଁରେ ପାଞ୍ଚ କିଲୋ ଆରଡିଏକ୍ସ ମିଳିଛି । ଏପଟେ ପଞ୍ଜାବ...
ବିଶ୍ୱବ୍ରିଟେନର ପରବର୍ତ୍ତୀ ପ୍ରଧନମନ୍ତ୍ରୀ ହେବେ ଇନଫୋସିସର ପ୍ରତିଷ୍ଠାତାଙ୍କ ଜ୍ୱାଇଁmahabharatanewsJanuary 14, 2022 by mahabharatanewsJanuary 14, 20220198 ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ରିଷି ସୁନାକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେବା ଆକଳନ କରାଯାଉଛି । ୨୦୨୦ ମସିହା...
ରାଜନୀତିବିଜେପିର ପୂର୍ବତନ ଶ୍ରମ ମନ୍ତ୍ରୀ ମୌର୍ଯ୍ୟଙ୍କ ସମେତ ୭ ବିଧାୟକ ସାଇକେଲରେ ସବାରmahabharatanewsJanuary 14, 2022 by mahabharatanewsJanuary 14, 20220200 ବଡୋଦରା: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ହଲଚଲ ସେତିକି ତେଜ ହେଉଛି । ଗୋଟିଏ ଦିନରେ ୟୁପିର ପୂର୍ବତନ ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ବିଜେପିର ୭...
ଓଡିଶା୪ ନକ୍ସଲ ନିହତ ଆଶଙ୍କାmahabharatanewsJanuary 14, 2022 by mahabharatanewsJanuary 14, 20220153 ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଜିଲ୍ଲାର ସୁନାବେଡା ଅଭୟ।ରଣ୍ୟରେ ଏକ ମାଓ ଶିବିର ଠାବ କରାଯାଇଛି ଓ ବ୍ୟାପକ ମାଓସାମଗ୍ରୀ ଜବତ କରାଯାଇଛି । ଲାନଇଇ ଏକ...
ଓଡିଶାଆଉ ୬ ମାସ ମୁଖ୍ୟ ଶାସନ ସଚିବଭାବେ କାର୍ଯ୍ୟକରିବେ ସୁରେଶmahabharatanewsJanuary 14, 2022 by mahabharatanewsJanuary 14, 20220222 ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଉ ଫେବୃଆରୀ ୨୮ରେ ଅବସର ନେବେ ନାହିଁ । ସୁରେଶଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢିଲା । ସୁରେଶଙ୍କ କାର୍ଯ୍ୟକାଳ ବଢାଇବାକୁ ରାଜ୍ୟ...
ଭାରତଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତmahabharatanewsJanuary 13, 2022 by mahabharatanewsJanuary 13, 20220166 ଜଲପାଇଗୁଡି: ଗୌହାଟୀ- ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟ ମୈନାଗୁଡିରେ ଏକ୍ସପ୍ରେସର ୫ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସଂଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ କିଛି...