ଓଡିଶା

ଆଉ ୬ ମାସ ମୁଖ୍ୟ ଶାସନ ସଚିବଭାବେ କାର୍ଯ୍ୟକରିବେ ସୁରେଶ

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଉ ଫେବୃଆରୀ ୨୮ରେ ଅବସର ନେବେ ନାହିଁ । ସୁରେଶଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢିଲା । ସୁରେଶଙ୍କ କାର୍ଯ୍ୟକାଳ ବଢାଇବାକୁ ରାଜ୍ୟ ସରକାରଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି କେନ୍ଦ୍ର ପର୍ସନେଲ ବିଭାଗ । ଏହି କାର୍ଯ୍ୟକାଳ ବୃଦ୍ଧି ପରେ ସୁରେଶ ଆସନ୍ତା ଅଗଷ୍ଟରେ ଅବସର ନେବେ ।
୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳର ସିଂହଭାଗ ଓଡିଶାରେ କାର୍ଯ୍ୟକରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ରହିବା ସହ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରିବାର ସୁଯୋଗ ପାଇଛନ୍ତି ।

Related posts

ସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ମେଳି

mahabharatanews

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଲା କାର

mahabharatanews

ବିଜେଡି-କଂଗ୍ରେସ ଛାଡ଼ି BJPରେ ସାମିଲ ୨୫+ ଯୁବକ

mahabharatanews