ଓଡିଶା୧୬ରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନାmahabharatanewsJune 14, 2023 by mahabharatanewsJune 14, 20230135 (ଶିମିଳିପାଳ) : ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା । ଜୁନ୍ ୧୬ରୁ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ଓ ପରିଦର୍ଶକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ମୌସୁମୀ ହେତୁ ବନ୍ଦ ରଖିବାକୁ ନିଷ୍ପତି...