ଭାରତଆରପାରିରେ ପ୍ରସିଦ୍ଧ ଗାୟକ ବାପି ଲାହିରିmahabharatanewsFebruary 16, 2022 by mahabharatanewsFebruary 16, 20220301 (ମୁମ୍ବାଇ) : ୨୦୨୨ରେ ବଲିଉଡ ଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି । ପରଲୋକରେ ପ୍ରସିଦ୍ଧ ଗାୟକ ତଥା ନିର୍ଦ୍ଦେଶକ ବାପି ଲାହିରି । ୬୯ ବର୍ଷ ବୟସରେ ମୁମ୍ବାଇର ଜୁହୁର...