Uncategorizedନୀଳାଦ୍ରି ଅବଢା ପାଇଁ ସକାଳୁ ଭକ୍ତଙ୍କର ଲମ୍ବା ଲାଇନmahabharatanewsJuly 2, 2023 by mahabharatanewsJuly 2, 20230123 ପୁରୀ: ସରିଛି ମହାବାହୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ୧୨ଦିନର ଲୀଳାଖେରା ସାରି ଶ୍ରୀମନ୍ଦିରକୁ ଫେରିଛନ୍ତି ଶ୍ରୀଜିଉ । ଏବେ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଏହା ସହ ଆଜି ଭକ୍ତ...
ଓଡିଶାଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ରଞ୍ଜନ କୁମାର ଦାସmahabharatanewsMay 2, 2023 by mahabharatanewsMay 2, 20230140 ପୁରୀ: ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ରଞ୍ଜନ କୁମାର ଦାସ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସ୍ଥାଇ ପ୍ରଶାସକ ରଞ୍ଜନ କୁମାର ଦାସ ।...
ଓଡିଶାପର୍ବ ପର୍ବାଣିଶ୍ରୀମନ୍ଦିର ନିତିକାନ୍ତିରେ ବିଳମ୍ବ, ଅଦନ୍ତୋଷ ପ୍ରକାଶ କରିଲେ ଭକ୍ତmahabharatanewsMay 1, 2023 by mahabharatanewsMay 1, 20230137 ପୁରୀ/ ଜୟନ୍ତ କୁମାର ସେଠି: ଆଜି ଶମ୍ଭୁ ଏକାଦଶୀ ଥିବାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତି କାନ୍ତି। ଏହି ନିତି କାନ୍ତିରେ ବିଳମ୍ଭ ହେବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ଭକ୍ତ...
ଓଡିଶାପର୍ବ ପର୍ବାଣିଆଜି ପବିତ୍ର ବୈଶାଖ ଶୁକ୍ଳ ଅଷ୍ଟମୀରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତmahabharatanewsApril 28, 2023April 28, 2023 by mahabharatanewsApril 28, 2023April 28, 20230113 ପୁରୀ/ଜୟନ୍ତ କୁମାର ସେଠି: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି । ଆଜିର ଦିନରେ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ନିଳାଦ୍ରୀ ମହୋଦୟାଷ୍ଟାମି । ଏହି ତିଥିରେ ଚତୁର୍ଦ୍ଦା ମୂର୍ତ୍ତି ଯଜ୍ଞମଣ୍ଡପରୁ ଆସି ରତ୍ନ ସିଂହାସନରେ...