TMC ମନ୍ତ୍ରୀଙ୍କ ଔଦ୍ଧତ୍ୟ: ରାଷ୍ଟ୍ରପତିଙ୍କ ବିରୋଧରେ ଦେଲେ କୁତ୍ସିତ ମନ୍ତବ୍ୟ
ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ । ରାଷ୍ଟ୍ରପତିଙ୍କ ବିରୋଧରେ କୁତ୍ସିତ ମନ୍ତବ୍ୟ ଦେଲେ ଟିଏମସି ନେତା ତଥା ମନ୍ତ୍ରୀ ଅଖିଳ ଗିରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଇଛନ୍ତି । ନନ୍ଦିଗ୍ରାମରେ...