ଦେଶ ବିଦେଶରାଜନୀତିଦଳ ମୁଖ୍ୟ ପଦରୁ ମମତାଙ୍କୁ କରିଦେଲେ ବିଦା…mahabharatanewsJune 23, 2026 by mahabharatanewsJune 23, 2026020 ବିଦ୍ରୋହୀ ବିଧାୟକମାନେ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଧ୍ୟକ୍ଷା ପଦରୁ ହଟାଇ ଦେଇଛନ୍ତି। ବିଦ୍ରୋହୀ ଗୋଷ୍ଠୀର ବୈଠକ ପରେ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ...
ଦେଶ ବିଦେଶବିମାନ ଭିତରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଟିଏମସି ସାଂସଦmahabharatanewsMay 8, 2026 by mahabharatanewsMay 8, 2026048 ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦ ମହୁଆ ମୋଇତ୍ରଙ୍କୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ହଇରାଣ କରାଯିବା ଏବଂ ଏକ 30 ସେକେଣ୍ଡର ଭିଡିଓ ସୁଟିଂ କରାଯିବା ପରେ ଦେଶରେ ବିମାନ ସୁରକ୍ଷାକୁ ନେଇ ଏକ...
ଭାରତTMC ମନ୍ତ୍ରୀଙ୍କ ଔଦ୍ଧତ୍ୟ: ରାଷ୍ଟ୍ରପତିଙ୍କ ବିରୋଧରେ ଦେଲେ କୁତ୍ସିତ ମନ୍ତବ୍ୟmahabharatanewsNovember 12, 2022 by mahabharatanewsNovember 12, 20220159 ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ । ରାଷ୍ଟ୍ରପତିଙ୍କ ବିରୋଧରେ କୁତ୍ସିତ ମନ୍ତବ୍ୟ ଦେଲେ ଟିଏମସି ନେତା ତଥା ମନ୍ତ୍ରୀ ଅଖିଳ ଗିରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଇଛନ୍ତି । ନନ୍ଦିଗ୍ରାମରେ...
ଭାରତଟିଏମସିରେ ସାମିଲ ହେଲେ ବିଜେପିର ଉପାଧ୍ୟକ୍ଷ ଅର୍ଜୁନ ସିଂହmahabharatanewsMay 23, 2022 by mahabharatanewsMay 23, 20220183 (ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗରେ ଗତ ବିଧାନସଭା ନିର୍ବାଚନ ପରେ ବହୁ ବରିଷ୍ଠ ନେତା ବିଜେପିର ହାତ ଛାଡିବାରେ ଲାଗିଛନ୍ତି । ଏହିକ୍ରମରେ ରବିବାର ପୁଣି ଜଣେ ବିଜେପିର ହେଭିଓ୍ବେଟ ଟିଏମସିରେ ସାମିଲ ହୋଇଛନ୍ତି ।...