ଓଡିଶାଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ଗୃହ ଵିଭାଗmahabharatanewsApril 20, 2026 by mahabharatanewsApril 20, 2026018 ରାଜ୍ୟ ସରକାରଙ୍କ ଗୃହ ନିର୍ବାଚନ ବିଭାଗ ଦ୍ୱାରା ଭୋଟର ତାଲିକାରୁ ବ୍ୟାପକ ନାମ କଟିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ପରଠାରୁ ପ୍ରାୟ ୯.୮ ଲକ୍ଷ ନାମ କଟିଯାଇଛି।...